Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ପାଇଁ ଏଣିକି ଆଗୁଆ ପଞ୍ଜୀକରଣ କରାନ୍ତୁ ।

1 min read

ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ରେ ଆଗୁଆ ପଞ୍ଜୀକରଣ କରି ଶୁଣାନ୍ତୁ ଅଭିଯୋଗ । ଆସନ୍ତା ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନ ଅଭିଯୋଗ ଶୁଣାଣି କରିବେ ।

ଏନେଇ ଆପଣମାନେ ଆଗୁଆ ୧୮ ତାରିଖରୁ ପଞ୍ଜିକରଣ କରାଯିବ । ତେବେ ଏହି ଆଗୁଆ ପଞ୍ଜିକରଣରେ ସର୍ବାଧିକ ୧ ହଜାର ଲୋକ ପଞ୍ଜୀକରଣ କରିପାରିବେ ।

Advertisement

ଅଭିଯୋଗ ପାଇଁ ପଞ୍ଜୀକରଣ କରିବା ସାଧାରଣ ଲୋକେ ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ୍ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ କାଗଜପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *