Pratidin TV

Odisha's Digital News Platform

ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି | ତାଳବଣିଆ ହେଲିପ୍ୟାଡ଼ରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯାଇଛନ୍ତି ମୋଦି |

ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ କରିଛନ୍ତି ଦର୍ଶନ | ଶ୍ରୀଜିଉଙକଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ କରିଛନ୍ତି ରୋଡ଼ ଶୋ | ସିଂହଂଦ୍ୱାରରୁ ସାମ୍ନାରୁ ମେଡିକାଲ ଛକ୍କ ପର୍ଯ୍ୟନ୍ତ ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ | ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ,ସମର୍ଥକ,ଓ ସାଧାରଣ ଲୋକ ସାମିଲ ହେବେ | ପରେ ଅନୁଗୁଳ, କଟକରେ ମୋଦି କରିବେ ମାରାଥନ ପ୍ରଚାର |

Leave a Reply

Your email address will not be published. Required fields are marked *