Pratidin TV

Odisha's Digital News Platform

ଜେଲରୁ ମୁକୁଳିଲେ ଟୁଟୁ ନାୟକ , ହେଲେ କାନ୍ଦିଲେ କଏଦୀ କହିଲେ ଟୁଟୁ ଭାଇ ଛାଡି ଯାଓନି ….

ଭୁବନେଶ୍ୱର ; ଦୀର୍ଘ ୪ ଦିନ ପରେ ଜେଲରୁ ମୁକୁଳିଲେ ଟୁଟୁ ନାୟକ । ଖୁସିରେ ବାବିହ୍ୱଳ ହୋଇପଡିଛି ପରିବାର । ହେଲେ ସେପଟେ ଟୁଟୁଙ୍କୁ ଝୁରୁଛନ୍ତି ଝାରପଡା କଏଦୀ । କାହିଁକି ନା ଟୁଟୁ ଯେଉଁ ୪ ଦିନ ଜେଲରେ କାଟିଥିଲେ ତାହା କଏଦୀ ମାନଙ୍କ ପାଇଁ ଥିବା ବେଶ୍ ଖୁସିର ଦିନ । ନିଜର ମଜାଳିଆ କଥା ସହ ଫିଲ୍ମ ସିରିଏଲ ଗୁଡିକର କାହାଣୀ ଶୁଣାଇଥିଲେ ଟୁଟୁ । କଏଦୀ ମାନଙ୍କ ସହ କିଭଳି ୪ ଦିନ ପଳାଇଲା ଜାଣିପାରିଲେନି ସେ ।

ଏହା ସହ ଜେଲରେ ସରକାର କଏଦୀ ମାନଙ୍କ ପାଇଁ ବ୍ୟବସ୍ଥା ଦେଖି ବେସ୍ ଖୁସି ହୋଇଯାଇଥିଲେ ଟୁଟୁ । କଏଦୀ ମାନଙ୍କ ମୋନରଞ୍ଜନ ପାଇଁ ସ୍କ୍ରିନିଂ ବ୍ୟବସ୍ଥା ସହ ଜେଲରେ ବାଦ୍ୟଯନ୍ତ୍ର ମଧ୍ୟ ରହିଛି । ଏହା ସହ କଏଦୀମାନଙଯକୁ ମିଲେଟ୍ ବିଷ୍ୟରେ ମଧ୍ୟ ଶିକ୍ଷା ଦିଆଯାଉଥିଲା ।

Leave a Reply

Your email address will not be published. Required fields are marked *