Pratidin TV

Odisha's Digital News Platform

ବିଶ୍ୱ ବାଇସାଇକେଲ୍ ଦିବସ:ଚୁଡିର କଳାରେ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

1 min read

ଭୁବନେଶ୍ୱର: ଜୁନ୍ ୩ ତାରିଖରେ ପାଳିତ ହେବାକୁ ଯାଉଛି ବିଶ୍ୱ ସାଇକେଲ୍ ଦିବସ ।ସାଇକେଲ୍ ଚାଳନା ଆମକୁ କେବଳ ସୁସ୍ଥ ରଖିଥାଏ ତା ନୁହେଁ ଏହା ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକିଥାଏ । ଏହି ଅବସରରେ ନିଜ କଳାକୃତି ଜରିଆରେ ବିଶ୍ୱ ସାଇକେଲ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା ।

ଚୁଡି, ଉଲ୍ ଏବଂ ପ୍ଲାଷ୍ଟିକ୍ ଜରିଆରେ ଏହି କଳାକୃତିର ନିର୍ମାଣ କରିଛନ୍ତି ପ୍ରିୟଙ୍କା । ବିଶ୍ୱର ସର୍ବପ୍ରଥମ ସାଇକେଲ୍ ମଡେଲ୍ ପେନି ଫାର୍ଦିଙ୍ଗକୁ ନିଜର କଳାକୃତି ଜରିଆରେ ଦେଖାଇଛନ୍ତି ପ୍ରିୟଙ୍କା । ସାଇକେଲ ବ୍ୟବହାର ପାଇଁ କୌଣସି ଖର୍ଚ୍ଚ ରହୁନଥିବା ବେଳେ ପେଟ୍ରୋଲ ଏବଂ ଡିଜେଲର ଖର୍ଚ୍ଚ ମଧ୍ୟ ବଞ୍ଚିଥାଏ ।

Advertisement

Leave a Reply

Your email address will not be published. Required fields are marked *