Pratidin TV

Odisha's Digital News Platform

ମାଡାମ୍ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡିଲେ ବିଜେପି ବିଧାୟକ

1 min read

ଭୁବନେଶ୍ୱର : ବିଧାନସଭାରୁ ସସପେଣ୍ଡ ହେଲେ ୨ ବିଜେପି ବିଧାୟକ । ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫୋପାଡିଲେ ୨ ବିଧାୟକ ଫଳରେ ଦୁଇ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ଙ୍କୁ କରାଗଲା ସସପେଣ୍ଡ ।ପଲିଥିନରେ ଡାଲି ଦେଖାଇ ପୋଡିୟମକୁ ଫିଙ୍ଗିଥିଲେ ୨ବିଧାୟକ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ସସପେଣ୍ଡ କଲେ ମାଡାମ୍ ବାଚସ୍ପତି । ୪ଦିନ ଧରି ଗୃହ କାର୍ଯ୍ୟ ଠିକ ଭାବେ ଚାଲି ପାରୁନଥିବା ବେଳେ ଆଜି ଗୃହ ମଧ୍ୟ ଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ ।

Advertisement

Leave a Reply

Your email address will not be published. Required fields are marked *