Pratidin TV

Odisha's Digital News Platform

ସେବାୟତଙ୍କ ବେଶରେ ଡକାୟତ , ହାତ ପୁରେଇ ହାଣ୍ଡିରୁ ନେଇଗଲା ମା ସୁଭଦ୍ରାଙ୍କ ଅମୁଣିଆ ପୋଡ଼ପିଠା।

ଉପାଷରେ ବଡ ଠାକୁର ଆଉ କାଳିଆର ଅଲିଅଳି ଭଉଣୀ ମା ସୁଭଦ୍ରା । ପୁରୀରେ ବଡ ଠାକୁରଙ୍କ ସହ ବଡ ଅଘଟଣ ଘଟିବା ପରେ ଏବେ ମା ଶୁଭଦ୍ରାଙ୍କ ସହ ମଧ୍ୟ କିଛି ଏଭଳି ଘଟଣା ଘଟିଛି । ମା ଶୁଭଦ୍ରାଙ୍କ ପାଇଁ ଆସିଥିବା ପୋଡପିଠା ହାଣ୍ଡିରେ ହାତ ପୁରାଇ ପୋଡ ପିଠା ନେଇଗଲେ ସେବାୟତ ନା ଅଣସେବାୟତ ? ମୁଣ୍ଡରେ ବଡ ସିନ୍ଦୁର ଆଉ ଠେକା ତା ସହ ବେକରେ ମୋଟା ମୋଟା ସୁନା ଚେନ୍ ତେବେ ଯଦି ୟେ ପୁରୀ ସେବାୟତ ନୁହଁ ତ ଆଉ କିଏ ? ଯଦି ସେ ସେବାୟତ ବୋଲି ଚିହ୍ନଟ ହୁଅନ୍ତି , ତେବେ ମାଙ୍କ ଭୋଗ ପିଠାରେ ଏଭଳି ହାତ ପୁରାଇ ନେଇଯିବାର କାରଣ କଣ ?

Leave a Reply

Your email address will not be published. Required fields are marked *