Pratidin TV

Odisha's Digital News Platform

ପ୍ରଚାର ବେଳେ ଲେଉଟି ପଡିଲେ ପୁରୀ ଲୋକସଭା ପ୍ରାଥୀ ଅରୂପ ପଟ୍ଟନାୟକ

1 min read

ରାଲିରେ ଚାଲିଥିବା ବେଳେ ପୁରୀ ଲୋକସଭା ପାର୍ଥୀ ହେଲଲେ ଅସୁସ୍ଥ | ରାଲିରେ ଗାଡ଼ିରେ ଠିଆ ହୋଇ ପ୍ରଚାର କରୁଥିବା ସମୟରେ ହଠାତ ଲେଉଟି ପଡିଲେ ପୁରୀ ଲୋକସଭା ପ୍ରାଥୀ ଅରୂପ ପଟ୍ଟନାୟକ l

ତେବେ ସୂଚନା ଅନୁସାରେ, ପିପିଲିରେ ବିଜେଡିର ରାଲି ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ପୁରୀ ଲୋକସଭା ପ୍ରାଥୀ ଅରୂପ ପଟ୍ଟନାୟକ l ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ଲେଉଟି ପଡିଲେ ଅରୂପ l ବିଧାୟକ ଏବଂ କର୍ମୀ ମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇ ଥିଲେ l ପରେ ତାଙ୍କୁ ସେଠାରୁ ପିପିଲି ହସ୍ପିଟାଲକୁ ନିଆଯାଇଥିଲା l ହସ୍ପିଟାଲ ଡାକ୍ତର ତାଙ୍କ ବିପି ଚେକ କରିଥିଲେ | ବିପି ୮0/୬୭ ଥିବା ଜାଣି ଡାକ୍ତର ତାଙ୍କୁ ସାଲାଇନ ନେବା ପାଇଁ କହିଥିଲେ ସୁଦ୍ଧା ସେ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲେ l ତେବେ ରାଜ୍ୟରେ ବଢ଼ିବାରେ ଲାଗିଛି ଖରାର ପ୍ରଭାବ | ସେହି ସମୟରେ ଖରା ଗରମକୁ ନ ଡରି ପ୍ରଚାରରେ ମାତିଛନ୍ତି ନେତା |

Advertisement

Leave a Reply

Your email address will not be published. Required fields are marked *