ଏହି କାରଣ ପାଇଁ ବିରୋଧୀ ଦଳ ନେତା ହେବାକୁ ଚାହୁଁ ନାହାନ୍ତି ରାହୁଲ!
1 min readରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ହେବାକୁ ଚାହୁଁନାହାଁନ୍ତି।ବିଶେଷ ସୂତ୍ରରୁ ପ୍ରକାଶ ଯେ ରାହୁଲ ଏବେ ଦଳ କୁ ସୃଦୁଢ କରିବା ପାଇଁ ଚାଁହୁଛନ୍ତି , ଯଦି ରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ନ ହୁଅନ୍ତି, ତେବେ ବହୁ ନେତାଙ୍କ ନାମ ଏହି ଦୌଡ଼ରେ ଅଛି।
କେସି ଭେନୁଗୋପାଲ, ଗୌରବ ଗୋଗୋଇ, ମନୀଷ ତିୱାରୀ, ଶଶି ଥରୁର ଏବଂ କୁମାରୀ ଶୈଳଜାଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ବିରୋଧୀ ଦଳର ନେତା ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି ।