Pratidin TV

Odisha's Digital News Platform

କେଦାରନାଥ ମୌନୀ ବାବାଙ୍କଠୁ ମନ୍ତ୍ର ଗ୍ରହଣ କଲେ ରାହୁଲ; ପଚାରିଲେ ଏଭଳି ୨ଟି ପ୍ରଶ୍ନ ମିଳିଲା ଉତ୍ତର …

1 min read

ନୂଆଦିଲ୍ଲୀ ;ଆଗକୁ ଲୋକସଭା ନିର୍ବାଚନ । ଏସବୁ ଭିତରେ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ କେଦାରନାଥରେ ମୌନି ବାବାଙ୍କ ସହ ନଜର ଆସିଛନ୍ତି । ଯାହାର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ ରାହୁଲ ମୌନି ବାବାଙ୍କ ଠାରୁ କିଛି ମନ୍ତ୍ର ମଧ୍ୟ ଗ୍ରହଣ କରିଛନ୍ତି । ଏହି ମନ୍ତ୍ର ହେଲା କି ‘ତୁମେ ଜୀବନରେ ଭୟ କରନାହିଁ , ଭୟ ହେଉଛି ମନର ଏକ ଭ୍ରମ’ ।

ତେବେ ରାହୁଲ ନିଜେ ମଧ୍ୟ ଇଷ୍ଟାଗ୍ରାମରେ ମୌନି ବାବାଙ୍କ ସହ ଏକ ଭିଡିଓ କେଦାରନାଥରୁ ଫେରିବାର ଏକ ସପ୍ତାହ ପରେ ନିଜ ଇଷ୍ଟା ହ୍ୟାଣ୍ଡେଲରେ ଅପଲୋଡ୍ କରିଛନ୍ତି । ଭାଇରାଲ ଭିଡିଓରେ ରାହୁଲ ଚି ବାବଙ୍କ କୁଟୀରରେ ବସି ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଆଉ ମୌନି ବାବା ସମସ୍ତ ପ୍ରସ୍ନର ଉତ୍ତର ଲିଖିତ ଆକାରରେ ଦେଉଛନ୍ତି । ରାହୁଲ ବାବାଙ୍କୁ ପଚାରୁଛନ୍ତି, ଆପଣ ୧୧ ବର୍ଷ ପର୍ଯ୍ୟନ୍ତ କାହିଁକି ଚୁପ୍ ରହିଲେ? ରାହୁଲ ବାବାଙ୍କୁ ପଚାରୁଛନ୍ତି, ଆପଣ ୧୧ ବର୍ଷ ପର୍ଯ୍ୟନ୍ତ କାହିଁକି ଚୁପ୍ ରହିଲେ? ମାଉନି ବାବା ଲିଖିତ ଆକାରରେ ଉତ୍ତର ଦେଉଛନ୍ତି। ଲେଖିଛନ୍ତି, କେବଳ କେଦାର ବାବା ଏହା ଜାଣିଛନ୍ତି । ୧୧ ବର୍ଷ କଥା ନହେବା ପରେ ତୁମ ଭିତରେ କେଉଁ ପରିବର୍ତ୍ତନ ଦେଖିଲ? ଏହାର ଉତ୍ତରରେ ମୁନି ବାବା ଲେଖିଛନ୍ତି, କେଦାର ବାବାଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଅଛି। ତୁମେ ମୋ ପାଖକୁ ଆସି ନାହଁ, କେଦାର ବାବା ତୁମକୁ ଏଠାକୁ ଆଣିଛନ୍ତି। ବର୍ତ୍ତମାନ ରାହୁଲ କୁହନ୍ତି, ହଁ, ମୁଁ ଜାଣେ । ବାବା ଲିଖିତ ଆକାରରେ ଉତ୍ତର ଦେଉଛନ୍ତି। ଲେଖିଛନ୍ତି, କେବଳ କେଦାର ବାବା ଏହା ଜାଣିଛନ୍ତି । ୧୧ ବର୍ଷ କଥା ନହେବା ପରେ ତୁମ ଭିତରେ କେଉଁ ପରିବର୍ତ୍ତନ ଦେଖିଲ? ଏହାର ଉତ୍ତରରେ ମୁନି ବାବା ଲେଖିଛନ୍ତି, କେଦାର ବାବାଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଅଛି। ତୁମେ ମୋ ପାଖକୁ ଆସି ନାହଁ, କେଦାର ବାବା ତୁମକୁ ଏଠାକୁ ଆଣିଛନ୍ତି। ବର୍ତ୍ତମାନ ରାହୁଲ କୁହନ୍ତି, ହଁ, ମୁଁ ଜାଣେ । ଏହାପରେ ବାବା ରାହୁଲଙ୍କୁ ଇସ।।ରାରେ ପଚାରିଥିଲେ ତୁମେ କିଛି ଖାଇବ୍ ? ରାହୁଲ ଉତ୍ତରରେ ଅଳ୍ପ ଖାଇବାକୁ କହିଥିଲେ । ଆଉ ମୌନି ବାବା ରାହୁଲଙ୍କୁ ମୋଟା ମୋଟା ରୁଟି ଦେଇଥିଲେ ଖାଇବାକୁ । ରାହୁଲ ମଧ୍ୟ ରୁଟି ଖାଉଥିବାର ନଜର ଆସିଥିଲେ । ଏହାପରେ ରାହୁଲ ନିଜ ଫୋନରୁ ଭଉଣୀଙ୍କ ଫଟୋ କାଢି ଦେଖାଇଥିଲେ ଆଉ ବାବା ତାଙ୍କୁ ଆର୍ଶିବାଦ୍ କରିଥିଲେ ।

Advertisement

ତେବେ ରାହୁଲ ବାବାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଥିଲେ । କି ବାବା ଆପଣ ଭୟକୁ କିଭଳି ଦେଖନ୍ତି ? ବାବା ଲେଖିକି କହିଥିଲେ ଯେ ଏହା ହେଉଛି ମନର ଏକ ଭ୍ରମ । ସେହି କୁଟୀରରେ ଆଉ ଜଣେ ବ୍ୟକ୍ତ ଥିଲେ ଯିଏ ତୁରନ୍ତ କହିଲେ କି ବ୍ୟକ୍ତି ଯଦି ନିରବ ରୁହେ ତେବେ ତା ମନର ସବୁ ଗର୍ବ ମରିଯାଏ । ଶେଷରେ ରାହୁଲ ପଚାରିଥିଲେ କି କଣ ଆପଣ ଏବେବି ମନ୍ତ୍ର ଯାପ କରନ୍ତି । ବାବା ଲେଖିକିଉତ୍ତର ଦିଅନ୍ତି କି କେଦାରନାଥଙ୍କ କୃପାରୁ ମନରେ ମୁଁ ଯାପ କରୁଛି । ଏହାପରେ ବାବା ଡମ୍ବୁରୁ ବଜାଇବାକୁ ଲାଗିଥିଲେ ।

Leave a Reply

Your email address will not be published. Required fields are marked *