Pratidin TV

Odisha's Digital News Platform

(video)ମୋଦୀଜୀ ଜନ୍ମରୁ OBC ନୁହଁନ୍ତି, ରାହୁଲ୍ ଗାନ୍ଧୀ ଖୋଲିଲେ ଗୁମର।

1 min read

ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହୋଇଯାଇଛି । କିନ୍ତୁ ତୃତୀୟ ଦିନରେ ରାହୁଲ ସିଧାସଳଖ ପ୍ରଧାନ ମନ୍ତ୍ରୀଙ୍କ ଗୁମର ଖୋଲିଥିଲେ । ଯାହାର ଦବ୍‌ଦବା ଆଜିଯାଏଁ ଦେଖିବାକୁ ମିଳିଛି । ବିଜେପିକୁ ର୍ଟାଗେଟ୍ କରି ଝାରସୁଗୁଡାରେ ବର୍ସିଥିଲେ ରାହୁଲ ଗାନ୍ଧୀ । କହିଲେ ମୋଦୀଜୀ ଜନ୍ମରୁ ଙଈଉ ନୁହଁନ୍ତି, ବିଜେପି ପ୍ଲାନ କରି ୨୦୦୦ ମସିହାରେ ତାଙ୍କୁ ଓବିସି ବନେଇଥିଲେ ବୋଲି ରାହୁଲ କହିଲେ । କାରଣ ସେ କେବେ ବି ଓବିସି , ଶ୍ରମିକ କିମ୍ବା କୃଷକଙ୍କ ହାତ ଧରି ନାହାନ୍ତି କି ତାଙ୍କୁ କୁଣ୍ଢାଇ ଧରି ନାହନ୍ତି ସେ କରବଳ ଆଦାନିଙ୍କ ହାତ ଧରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *