Pratidin TV

Odisha's Digital News Platform

ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍ ।

1 min read

ଭୁବନେଶ୍ୱର ; ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ବୁଧବାର ଅର୍ଥାତ୍ ଆଜି ରେଡ୍ ପଡିଥିବା ସୂଚନା ମିଳିଛି । ଅର୍ବାନ ବ୍ୟାଙ୍କ ପକ୍ଷରୁ ସକାଳୁ ସକାଳୁ ଏହି ଚଢାଉ ଜାରି ରହିଛି ।

ଖବର ଅନୁଯାୟୀ ଅନୁଭବଙ୍କ ଭାଇ ଅନୁପ୍ରାସ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କାର ଋଣ ନେଇଥିଲେ । କିନ୍ତୁ ଏହି ଋଣ ସେ ସୁଜିପାରିନଥିଲେ ଅନୁପ୍ରାସ୍ । ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍ ପରେ ଅନୁପ୍ରାସ୍ ଏହାକୁ ଅଣଦେଖା କରିଥିଲେ । ତେଣୁ ଆଜି ସକାଳ ସମୟରେ ଅର୍ବାନ୍ ବ୍ୟାଙ୍କ୍ ଅନୁପ୍ରାସ୍ ରହୁଥିବା ଭଡା ଘରେ ଚଢାଉ କରିଛି ।

Leave a Reply

Your email address will not be published. Required fields are marked *