ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ କଲେ ମନା….ମାରି ପୋଖରୀରେ ଫିଙ୍ଗିଦେଲେ ୨ ସାଙ୍ଗ
1 min readଅପ୍ରାକୃତିକ ଜଣ ସମ୍ପର୍କ ପାଇଁ ମନା କରିବାରୁ ଜଣେ ୪୦ ବର୍ଷୀୟ ବ୍ୟକଙ୍କୁ କରାଯାଇଛି ହତ୍ୟା | ହତ୍ୟା ପରେ ମୃତଦେହକୁ ପୋଖରୀକୁ ଫିଙ୍ଗିଦେଇଥିଲେ ଅଭିଯୁକ୍ତ | ତେବେ ଏଭଳି ହତ୍ୟାକାଣ୍ଡ ରାଜସ୍ଥାନ ବାରାଁ ଜିଲ୍ଲାରେ ଘଟିଛି | ୨ ସାଙ୍ଗ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ |
ସୂଚନା ମୁତାବକ, ମୃତକ ଜଣକ ହେଲେ ୪୦ ବର୍ଷୀୟ ଓମ୍ ପ୍ରକାଶ ଭୈରବା। ଘଟଣା ଦିନ ୩ ସାଙ୍ଗ ତଥା ଅଭିଯୁକ୍ତ ୩୨ ବର୍ଷୀୟ ମୁରଲୀଧର ପ୍ରଜାପତି , ସୁରେନ୍ଦ୍ର ଯାଦବ ଏବଂ ୪୦ ବର୍ଷୀୟ ଓମ୍ ପ୍ରକାଶ ଭୈରବ ଗାଁରେ ଏକାଠି ବସି ମଦ ପିଉଥିଲେ | ଏହାପରେ ସେମାନେ ମିଶି ପ୍ରଜାପତିର ଭଉଣୀ ଘର ନିକଟସ୍ଥ ଗାଁକୁ ଯାଇଥିଲେ | ଫେରିବା ସମୟରେ ପ୍ରଜାପତି ଓ ସୁରେନ୍ଦ୍ର ଯାଦବ ଭୈରବ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ଭୈରବ ,ମନା କରିବାରୁ ଦୁହେଁ ମିଶି ତାକୁ ହତ୍ୟା କରିଥିଲେ | ହତ୍ୟା ପରେ ଭୈରବର ମୃତଦେହକୁ ପୋଖରୀରେ ଫିଙ୍ଗିଦେଇଥିଲେ |
ଗତ ୨୬ ଫେବ୍ରୁଆରୀ ଦିନ ବାରାଁ ସହର ପୁଲିସ ଷ୍ଟେସନ ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ବାରାଁ ସହରରେ ରହୁଥିବା ଦୁଇ ଅଭିଯୁକ୍ତ ୩୨ ବର୍ଷୀୟ ମୁରଲୀଧର ପ୍ରଜାପତି, ସୁରେନ୍ଦ୍ର ଯାଦବଙ୍କୁ ଗରିଫ କରିବା ପାଇଁ ବାହାରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ସୁରେନ୍ଦ୍ର ଯାଦବ ଗିରଫ କରାଯାଇଥିବା ବେଳେ ପ୍ରଜାପତି ଗିରଫ ହେବା ଭୟରେ ବିଷ ପି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା | ଏହାପରେ ପୋଲିସ ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନରେ ଭର୍ତି କରିଥିଲା |
ପୋଲିସ ପଚରାଉଚୁରା ସମୟରେ ଦୁହିଁ ପରିଚୟ ଜଣାପଡିଥିଲା | ପ୍ରଜାପତି ରାସ୍ତା କଡରେ ଏକ ଢ଼ାବା ଚଳାଉଥିବା ବେଳେ ଯାଦବ ଜଣେ ଦାଦନ ଶ୍ରମିକ ଭାବେ କାମ କରନ୍ତି |