Pratidin TV

Odisha's Digital News Platform

ଥାନାର ଦ୍ୱାରସ୍ଥ ହେଲେ ରାଣୀ ପଣ୍ଡା , ବୟଫ୍ରେଣ୍ଡ ବିକ୍ରମ ନାରେ ଆଣିଲେ ଅଭିଯୋଗ ।

1 min read

ମହିଳା ଥାନାରେ ଅଭିନେତ୍ରୀ ରାଣୀ ପଣ୍ଡା। ପୁରୁଷ ବଂଧୁ ଙ୍କ ନା ରେ ଆଣିଲେ ସଙ୍ଗୀନ ଅଭିଯୋଗ । ବିବହ ପ୍ରତିଶ୍ରୁତି ଦେଇ ଠକିଥିବା ନେଇ ଅଭିଯୋଗ କଲେ ରାଣୀ ପଣ୍ଡା ।ପୁରୁଷ ବଂଧୁ ବିକ୍ରମ ୮ ବର୍ଷ ସଂପର୍କ ରଖିବା ପରେ ବିବାହ ପାଇଁ ମନା କରିଥିବା ଅଭିଯୋଗ ଆଣିଛନ୍ତି ରାଣୀ ।ଆଜି ନିଜ ଇଷ୍ଟାଗ୍ରାମ ପେଜ୍‌ରେ ନିଜ ଷ୍ଟାଟସ୍ ଦେଇ ସସବୁୁ ପ୍ରମାଣ ଦେଖାଇଥିଲେ ରଣୀ । ତେବେ ରାଣୀଙ୍କ ଏଭଳି କାର୍ଯ୍ୟ ଏବେ ଦର୍ଶକଙ୍କୁ ଶକ୍ତ ଧକ୍କା ଦେଇଛି ।

Advertisement

Leave a Reply

Your email address will not be published. Required fields are marked *