Pratidin TV

Odisha's Digital News Platform

(video)ବାହା ହେବେ ରାଣୀ ପଣ୍ଡା , ଭିଡିଓ ପୋଷ୍ଟ କରି କଲେ ସ୍ୱୟଂମ୍ବର ଘୋଷଣା ……

ଭୁବନେଶ୍ୱର ; ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ନିଜ ସ୍ୱୟମ୍ବରକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏଭଳି ଏକ ଭିଡିଓ । କହିଲେ ମୁଁ ବିବାହ କରିବାକୁ ଏବେ ପ୍ରସ୍ତୁତ ଅଛି , ଆଉ ମତେ ଏକ ସୁନ୍ଦର ଜୀବନ ସାଥି ଦରକାର । ପିଲା ଏମିତି ହେଇଥିବା ଦରକାର ଯିଏ ରାଣୀ ପଣ୍ଡାକୁ ବାସ୍ତବରେ ଚିହ୍ନିପାରୁଥିବ ,ସାମାଜ ସେବାରୁ ନରୋକି ମୋତେ ସପୋର୍ଟ କରିବ ଆଉ ଏଭଳି କିଛି ସର୍ତ ରଖି ନିଜ ସ୍ୱୟଂମ୍ବର ଘୋଷଣା କରିଛନ୍ତି ରାଣୀ ପଣ୍ଡା……………..

Leave a Reply

Your email address will not be published. Required fields are marked *