Pratidin TV

Odisha's Digital News Platform

(video)ଅନୁଭବ ବାପାଙ୍କ ଏକାଦଶରେ ପହଞ୍ଚିଲେ ରାଣୀ ପଣ୍ଡା , କହିଲେ ଆର୍ଶୀବାଦ୍ ଦିଅ ଜଲ୍‌ଦି ବାହାଘର ହେଉ ।

ଭୁବନେଶ୍ୱର ; ଅନୁଭବ ବାପାଙ୍କ ଏକାଦଶରେ ପହଞ୍ଚିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଅନୁଭବଙ୍କୁ ମହାନ୍ତି ବାବୁ କହି ସମ୍ଭୋଧନା କଲେ ରାଣୀ ପଣ୍ଡା । କହିଲେ ମହାନ୍ତି ବାବୁ (ଅନୁଭବ) ଙ୍କ ସବୁ ଦୁଃଖରେ ଠିଆ ହେବି । ମୋ ପାଇଁ ସବୁଦିନ ଜାଗର ଅନୁଭବଙ୍କ ପାଇଁ ଦ୍ୱୀପ ଜାଳିବି ।

Leave a Reply

Your email address will not be published. Required fields are marked *