ଲୁବୁନ୍ଙ୍କ ହାତ ଧରିବେ ରାଣୀ ପଣ୍ଡା , କହିଲେ ୧୫ ବର୍ଷ ତଳୁ ଆରମ୍ଭ ହୋଇଥିଲା ପ୍ରେମ !
1 min readଭୁବନେଶ୍ୱର ; ୧୫ ବର୍ଷ ତଳୁ ଲୁବୁନ୍ଟୁବୁନ୍ଙ୍କ ସହ କାମ କରୁଥିଲେ ରାଣୀ ପଣ୍ଡା । କହିଲେ ଆଗକୁ ଲୁବୁନକୁ ବିବାହ କରିବି । କଞ୍ଚା ହଳଦୀ ଗୀତରୁ ଆମ ପ୍ରେମ ଆରମ୍ଭ ହୋଇଥିଲା ବୋଲି ହସି ହସି କହିଲେ ରାଣୀ ପଣ୍ଡା । ତେବେ ଏହା କେତେଦୂର ସତ ଆଉ କେତେ ଦୂର ମିଛ ତାହା ଆପଣଙ୍କୁ କେବଳ ରାଣୀ ପଣ୍ଡା ହିଁ କହିପାରିବେ ।
ଆଗକୁ ଆସୁଥିବା ଲୁବୁନ ଟୁବୁନ୍ଙ୍କ ଫିଲ୍ମ ତୋ କାହାଣୀରେ ମୋରି ନାଁ ଚଳଚିତ୍ରର ରିଲିଜ୍ ଡେ ରେ ଆସି ଓଡିଆ ଚଳଚିତ୍ରର ପ୍ରଚାର ପ୍ରସାର ସହ ଓଡିଆ ସିନେମାର ଉଦ୍ବୃଦ୍ଧୀ ପାଇଁ ପ୍ରାର୍ଥନା କରିଥିଲେ ରାଣୀ ।