Pratidin TV

Odisha's Digital News Platform

୩ ବର୍ଷର ଛୁଆ ସହ କୁକର୍ମ ; କୋଲକାତା ପରେ ଏବେ ସାମ୍ନାକୁ ଆସିଲା ଗୁଜୁରାଟର ଲଜ୍ଜ୍ୟା ।

1 min read

ଦେଶରେ ଥମୁନି କୁକର୍ମ ମାମଲା । ଦିନକୁ ଦିନ ରାକ୍ଷସ ପାଲଟିଯାଉଛି ମଣିଷ । କୋଲକାତାର ଲୋମଟାଙ୍କୁରା କୁକର୍ମ ଓ ହତ୍ୟା ପରେ ଏବେ ଗୁଜୁରାଟରୁ ସାମ୍ନାକୁ ଆସିିଛି ପାଦି ତଳୁ ମାଟିଖସାଇ ଦେବାଭଳି ଖବର । ଜଣେ ୩ ବର୍ଷର ଛୁଆ କୁ କରାଯାଇଛି କୁକର୍ମ ।

ଗୁଜୁରାଟର ଭାଲସାଡ ଜିଲ୍ଲାର ଉମରଗାଓଁରେ ତିନି ବର୍ଷର ନାବାଳିକା ସହ କୁକର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଭାଲସାଡ ପୁଲସ ଏସ୍ପି କରଣରାଜ ବାଘେଲଙ୍କ କହିବା ମୁତାବକ, ଗତକାଲି ପୁଲିସ ଥାନା ବାହାରେ ଶହ ଶହ ଲୋକ ଏକାଠି ହୋଇ ଥାନା ଘେରାଉ କରିଥିଲେ।

Advertisement

ଅଭିଯୁକ୍ତଙ୍କୁ ଗିରଫ କରି ତାକୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ। ଏହାପରେ ପୋଲିସ ସମୃକ୍ତ ମାମଲାରରେ ତଦନ୍ତ କରି ଅଭିଯୁକ୍ତ ଗୁଲାମ ମୁସ୍ତଫାକୁ ମହାରାଷ୍ଟ୍ରର ପାଲଘରରୁ ଗିରଫ କରିଛି। ଚଙଉଝଙ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *