Pratidin TV

Odisha's Digital News Platform

୨୦ ଟଙ୍କାରେ ରବି ଭାଇଙ୍କ ପଖାଳ କଂସା , ଗରିବଙ୍କ ମନ ବୁଝୁଛି ।

ଭୁବନେଶ୍ୱର ; ଭୁବନେଶ୍ୱରବାସୀଙ୍କ ମନଜିଣୁଛି , ଗରିବଙ୍କ ପେଟ କଥା ବୁଝୁଛି ରବି ଭାଇଙ୍କ ୨୦ ଟଙ୍କିଆ ପଖାଳ କଂସା । ଭୁବନେଶ୍ୱର ଭଳି ମହଙ୍ଗା ସହରରେ ଗରିବଙ୍କ ବନ୍ଧୁ ପାଲଟିଛନ୍ତି ରବି ଭାଇ । ୨୦ ଟଙ୍କାରେ ଯୋଗାଉଛନ୍ତି ଭରପୁର ପେଟ ଭରା ପଖାଳ ।

Leave a Reply

Your email address will not be published. Required fields are marked *