ମେଡିକାଲରୁ ଡିସଚାର୍ଜ ହେଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
1 min readମେଡ଼ିକାଲରୁ ଡିସଚାର୍ଜ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ | ଗତକାଲି ସେଣ୍ଟ୍ରାଲ ବ୍ୟାଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ହଠାତ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ଥିବା ଜାଣିବାକୁ ମିଳିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି |