Pratidin TV

Odisha's Digital News Platform

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ବଢ଼ିବନି EMI ..

1 min read

ପୁଣି ଥରେ ଅପରିବର୍ତ୍ତିତ ରହିଲା  ରେପୋ ରେଟ୍‌। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି । ମୁଦ୍ରା ନୀତି ଘୋଷଣା କରି ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ରେପୋ ରେଟ୍ ବା ସୁଧ ହାରକୁ ୬.୫ ପ୍ରତିଶତରେ ରିଖିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ତିଆ ।

ତେବେ ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି ।  2024-25 ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି । ମୁଦ୍ରା ନୀତି ଘୋଷଣା କରି ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ରେପୋ ରେଟ୍ ବା ସୁଧ ହାରକୁ ୬.୫ ପ୍ରତିଶତରେ ରିଖିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ତିଆ । ତେବେ ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି ।

Advertisement

Leave a Reply

Your email address will not be published. Required fields are marked *