Pratidin TV

Odisha's Digital News Platform

କେନ୍ଦ୍ରୀୟ ଵିଦ୍ୟାଲୟର କୁନି ପିଲା ଦେଲେ ସଡକ ସୁରକ୍ଷା ଉପରେ ବାର୍ତ୍ତା….

1 min read

ଦିନକୁ ଦିନ ସଡକ ଦୁର୍ଘଟ ବଢ଼ିବାରେ ଲାଗିଛି | ସରକାର ସଡକ ଦୁର୍ଘଟଣା ସଚେତନତା ବଢାଇବା ପାଇଁ ଅନେକ ପ୍ରକାର ପ୍ରେତ୍ସା ମଧ୍ୟ କରୁଛି | ଏହା ମଧ୍ୟରେ ସବୁ ସାଧାରଣ ଲୋକଙ୍କ ମନରେ ଗୋଟିଏ କଥା , ଯତେବେଳେ ନିଜେ ସାଧାରଣ ଲୋକ ସଚେତନ ହେବେ ନିଜ ସୁରକ୍ଷା ପାଇଁ ନିଜେ ଠିକ ଭାବରେ ସଡ଼କରେ ଗାଡି ଦେଖି ଗାଡି ଚଳାଇବେ ତେବେ ସଡକ ଦୁର୍ଘଟନ୍ରୁ ନିଜକୁ ବଞ୍ଚାଇ ପାରିବେ | ଏବଂ ସଡକ ଦୁର୍ଘଟଣା ହ୍ରାସ ପାଇବ |

ଏହି ସଡକ ଦୁର୍ଘଟଣା ରୁ ବଞ୍ଚିବା ପାଇଁ ସଡକ ସୁରକ୍ଷା ପାଇଁ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ , ଇଣ୍ଟିଗ୍ରୀଟି କ୍ଲବ ତରଫରୁ ଗୁରୁ କେଳୁ ଚରଣ ପାର୍କ ଏବଂ ରେଲୱେ ମାର୍କେଟ ନିକଟରେ ସଡ଼କ ସୁରକ୍ଷା ଉପରେ ଜନସଚେତନତା ଆଣିବା ପାଇଁ ଏକ ନାଟକ ପରିବେଷଣ କରାଯାଇଥିଲା ।ସଡକ ସୁରକ୍ଷାକୁ ନଜରରେ ରଖି କେନ୍ଦ୍ରୀୟ ବିଦ୍ୟାଳୟର କୁନି କୁନି ପିଲାମାନେ, ଲୋକମାନଙ୍କୁ ସଚେତନା କରିବା ପାଇଁ ରାସ୍ତା କଡରେ ନାଚ, ଗୀତ ଓ ନାଟକ ମାଧ୍ୟମରେ ଲୋକାନାଂକୁ ସସଚେତନା କରିବା ପାଇଁ ଚେଷ୍ଟା କରିଥିଲେ |

Advertisement

ଏହି କାର୍ଯ୍ୟକ୍ରମ ୩୧ ଜାନୁଆରୀ ୨୦୨୪, ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩, ଇଣ୍ଟିଗ୍ରୀଟି କ୍ଲବ ତରଫରୁ ଗୁରୁ କେଳୁ ଚରଣ ପାର୍କ ଏବଂ ରେଲୱେ ମାର୍କେଟ ନିକଟରେ କରାଯାଇଥିଲା ।ଏଥିରେ ବିଦ୍ୟାଳୟର ଉପ ପ୍ରଚାର୍ଯ୍ୟ ସରୋଜ କୁମାର ଦାଶ, ଶିକ୍ଷକ ସୁଭାଷ ଚନ୍ଦ୍ର ବେହେରା, ପ୍ରଣତୀ ନନ୍ଦ ଏବଂ ସଞ୍ଜୟ କୁମାର ପରିଡା ସହଯୋଗ ଦେଇଥିଲେ ।କୁନି କୁନି ପିଲାଙ୍କର ଏହି ସୁନ୍ଦର କାର୍ଯ୍ୟକ୍ରମ ବହୁତ ଆନନ୍ଦଦାୟକ ଦୃଶ୍ୟ ଥିଲା |

Leave a Reply

Your email address will not be published. Required fields are marked *