Pratidin TV

Odisha's Digital News Platform

ଓଡିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନିୟମ ।

ଭୁବନେଶ୍ୱର ; ଆଉ ହନ୍ତସନ୍ତ ହେବେନି ଆପାର୍ଟମେଣ୍ଟ ଏବଂ ଫ୍ଲାଟ ମାଲିକ । ଆପାର୍ଟମେଣ୍ଟ ପଞ୍ଜିକରଣକୁ ନେଇ ଆସିଲା ନିୟମ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଜରିଆରେ ଓଡିଶା ଆପାର୍ଟମେଂଟ ମାଲିକାନାସତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି ରାଜ୍ୟ ସରକାର ।ଏଥିରେ ଆପାର୍ଟମେଂଟ ମାଲିକଙ୍କ ଆସୋସିଏସନ ଗଠନ ଓ ପଂଜିକରଣ ନେଇ ସବିଶେଷ ନିୟମ ରହିଛି ।

Leave a Reply

Your email address will not be published. Required fields are marked *