Pratidin TV

Odisha's Digital News Platform

ଜନ୍ମଦିନରେ ପେଟର ସତ ଖୋଲିଦେଲେ ସବ୍ୟସାଚୀ ।

1 min read

ଆଜି ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଜନ୍ମଦିନ । ଆଉ ଏହି ଦିନରେ ସବ୍ୟସାଚୀ ଏକ ଭିଡିଓ ପୋଷ୍ଟ କରି ବଡ ଖୁଲସା କରିଛନ୍ତି । ବର୍ତ୍ତମାନ ସବ୍ୟସାଚୀଙ୍କ ଏକ ଅପକମିଙ୍ଗ୍ ଫିଲ୍ମ ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ର ସୁଟିଂ ଚାଲିଛି । ଏଥିରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଓଲିଉଡ୍ର ହ୍ୟାଣ୍ଡସମ୍ ହିରୋ ସବ୍ୟସାଚୀ ମିଶ୍ର।

ଏଥିପାଇଁ ସେ ନିଜର ଓଜନ ୧୦୦ କେଜି ବଢ଼ାଇଛନ୍ତି। ସେ ନିଜ ଓଜନ ୧୦୦ କେଜି ବଢାଇଛନ୍‌ତି । ତା ସହ ତାଙଯକ ପେଟ । କିନ୍ତୁ ସେଇ ପେଟକୁ ନେଇ ସବ୍ୟସାଚୀ କିଛି ଆଲୋଚନାର ଶୀକାର ହୋଇଛନ୍ତି । କେତେ ତାଙ୍କୁ ଏଡିଟ୍ ଫଟୋ ମଧ୍ୟ କହିଛନ୍ତି।
କିନ୍ତୁ ନିଜ ଜନ୍ମ ଦିନରେ ସବ୍ୟସାଚୀ ସେହି ସାମଲୋଚକଙ୍କ ପାଇଁ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ମୋ EDITED ପେଟର ସତ୍ୟତା..
ହସି ହସି ନିଜ ପେଟର ଡେମୋ ଦେଖାଇଛନ୍ତି ସବ୍ୟ ।

Advertisement

https://twitter.com/sabyaactor/status/1842554470195966122

Leave a Reply

Your email address will not be published. Required fields are marked *