Pratidin TV

Odisha's Digital News Platform

(ଭିଡିଓ)ପୁଅ କହିଥିଲା କଶ୍ମୀରରୁ ଫେରିଲେ ସାଙ୍ଗ ହେଇ ମଣ୍ଣିଂ ୱାକ୍ ଯିବୁବୋଲି , ହେଲେ ସେ ଏକୁଟିଆ ଚାଲିଗଲା ..

ପୁରୀ : ଝୁରୁଛି ଦେଶ କାନ୍ଦୁଛି ମାଟି । କାନ୍ଦ ବୋବାଳୀଲେ ଫାଟିପଡୁଛି ଗାଁ ଦାଣ୍ଡ । କାଶ୍ମୀରରେ ଥାଇ ଫେରିବାର ସ୍ୱପ୍ନ ଦେଖିଥିଲେ ଦେବାଶିଷ । ପରିବାର ସହ ଏମିତି କରିବେ ସେମିତି କରିବେ । ବାପାଙ୍କ ପାଇଁ ସାଲ ଆଣିବେ । ମାଁ ପାଇଁ ସାଢୀ ଆଣିବେ । ବାପାଙ୍କ ହାତ ଧରି ମଣ୍ଣିଂ ୱାକ୍‌ରେ ନେବେ । ଝିଅ ଓ ସ୍ତ୍ରୀ ସହ ସମୟ ବିତାଇବେ ହେଲେ ସବୁ ସ୍ୱପ୍ନ ଆଜି ଅଧାରେ ଛାଡି ଚାଲିଯାଇଛନ୍ତି ଦେବାଶିଷ ..

Leave a Reply

Your email address will not be published. Required fields are marked *