Pratidin TV

Odisha's Digital News Platform

ଲାଞ୍ଚ ନେଉଥିଲେ ASI ମ୍ୟାଡାମ୍ , ମାଡିବସିଲା ଭିଜିଲାନ୍ସ …..

1 min read

ଭୁବନେଶ୍ୱର : ଭିଜିଲାନ୍ସ କବଜାରେ ସହିଦନଗର ଥାନା ASI । ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ASI ମମତା ବସ୍ତିଆଙ୍କୁ ମାଡିବସିଲା ଭିଜିଲାନ୍ସ ।

ମିଳିଥିବା ଖବର ଅନୁଯାୟୀ ଆଜି ୧୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ASI ମମତା । ପୁରୁଣା ମାମଲାରୁ ନା କାଟିଦେବାକୁ ନେଉଥିଲେ ଲାଞ୍ଚ । କମିଶନରେଟ ପୋଲିସରେ କାମ କରୁଥିବା ଜଣଙ୍କ ପରେ ଜଣେ ଜଣେ ଅଧିକାରୀ ଲାଞ୍ଚ ନେଇ ଗିରଫ ହେଉଛନ୍ତି, ସେମାନଙ୍କୁ ନିଲମ୍ବିତ କରାଯାଉଛି । କିନ୍ତୁ ଗିରଫ ପୋଲିସ ଅଧିକାରୀ ଜେଲରୁ ବାହାରିବା ପରେ ଡ଼ିସିପି ଅଫିସ ନ ହେଲେ ଉପକଣ୍ଠ ଥାନାରେ ପୋଷ୍ଟିଂ ଦିଆ ଯାଉଛି। ଏଭଳି ଲାଞ୍ଚୁଆ ପୋଲିସ ପାଇଁ ବଦନାମ କମିଶନରେଟ ପୋଲିସ ।

Leave a Reply

Your email address will not be published. Required fields are marked *