Pratidin TV

Odisha's Digital News Platform

କେନ୍ଦ୍ର ସରକାର ଦେଲେ ଖୁୁସି ଖବର , ବଢିଲା LIC କର୍ମଚାରୀଙ୍କ ଦରମା

1 min read

LIC କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଲାଆଇସିର ୧.୧୦ ଲକ୍ଷ କର୍ମଚାରୀ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଏଲାଆଇସି କର୍ମଚାରୀଙ୍କ ଦରମା ୧୭ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । କାରଣ ବ୍ୟାଙ୍କ କର୍ମଚାରୀଙ୍କ ଦରମା ବୃ୍‌ଦ୍ଧି ନେଇ ଘୋଷଣା ହେବାପରେ ଏଲଆଇସି ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।

ତେବେ ଏହି ବର୍ଦ୍ଧିତ ଦରମା ଗତ ୧ ଅଗଷ୍ଟ ୨୦୨୨ ରୁ ଲାଗୁ ହେବ । ଏହାସହିତ ୨୦୧୦ ପରେ ୨୦୧୦ ରେ ଏଲଆଇସିରେ ସାମିଲ ହୋଇଥିବା ୨୪,୦୦୦ କର୍ମଚାରୀଙ୍କ ଏନପିଏସ ଯୋଗଦାନ ୧୦- ପ୍ରତିଶତରୁ ବଢ଼ାଇ ୧୪ ପ୍ରତିଶତ କରି ଦିଆଯାଇଛି । ଏହା ସହିତ ଏଲଆଇସିର ୩୦,୦୦୦ରୁ ଅଧିକ ପେନସନଭୋଗୀ ଏବଂ ପରିବାର ପେନସନ ଭୋଗୀ ୱାନ-ଟାଇମ୍ ଏକ୍ସ ଗ୍ରାସିଆକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *