Pratidin TV

Odisha's Digital News Platform

ପଛରେ ପଡିଲେ ସାଲେପୁର ବିଧାନସଭା ପାର୍ଥୀ ଅରିନ୍ଦମ ରୟ

1 min read

ସକାଳ ୮ଟାରୁ ରାଜ୍ୟରେ ଚାଲିଛି ଭୋଟ ଗଣତି | ୧୪୭ ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର | ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ବିଜେପି ୭୪ ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୭, କଂଗ୍ରେସ ୧୩ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି ।

ତେବେ ଭୋଟ ଗଣତିରେ ଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ଆଗୁଆ ସମ୍ବଲପୁରରେ ବିଜେଡିର ରୋହିତ ପୂଜାରୀ ଆଗୁଆ ଥିବା ବେଳେ ସାଲେପୁରରେ ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ, ବଡ଼ମ୍ବା ଦେବୀ ମିଶ୍ର ପଛରେ ପଡ଼ି ଯାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *