Pratidin TV

Odisha's Digital News Platform

ନବୀନଙ୍କ ରଣନୀତିରେ ଫେଲ୍ ମାରିବ ସମୀରଙ୍କ ମାଷ୍ଟର ପ୍ଲାନ୍ ।

ନବୀନଙ୍କ ଋଣନୀତି ଆଗରେ ଫେଲ୍ ମାରିବ ସମୀରଙ୍କ ସବୁ ପ୍ଲାନ୍ । ନିମାପଡାରେ ସମୀରଙ୍କ ଦବଦବାକୁ ନେଇ ଚିନ୍ତାରେ ଥିଲା ବିଜେଡି କିନ୍ତୁ ବର୍ତ୍ତମାନ ସମୀରଙ୍କ କିଛି ପ୍ଲାନ କାମ କରିବନାହିଁ ।ଆଗକୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ବିଜେଡି ପାଇଁ ବେସ୍ ଚ।ଲେଞ୍ଜିଙ୍ଗ୍ ରହିବ । ସେଥିପାଇଁ କେବଳ ନିମାପଡା ନିର୍ବାଚନ ମଣ୍ଡଳିରେ ବିଜେଡି ୧୬ ଜଣ ସହ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି ।ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଜେଡି ଉପକୂଳ  ପାଇଁ ଜୋରସୋରରେ ପ୍ରସ୍ତୁତ ଅଛି ।

Leave a Reply

Your email address will not be published. Required fields are marked *