Pratidin TV

Odisha's Digital News Platform

ଯୁକ୍ତ ୨ ଛାତ୍ର ଛାତ୍ରୀମାନେ ପ୍ରଭାବିତ ହୁଅନ୍ତି ନାହିଁ : ଦଲାଲି ମାନେ ମିଛ ପ୍ରଶ୍ନପତ୍ର ଲିକ୍ କରୁଛନ୍ତି –ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନନଦାସ


ଭୁବନେଶ୍ୱର : ସୋସିଆଲ ମିଡିଆରେ ଯୁକ୍ତ ୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ ଛାତ୍ରଛାତ୍ର ମାନେ ଡରିବା କିଛି ଆବଶ୍ୟକ ନାହିଂ । ଏସବୁ ମିଛ ପ୍ରଶ୍ନପତ୍ର . କିଛି ଦଲାଲି ଟଙ୍କା ଲୋଭରେ ସୋସିଆଲ ମିଡିଆକୁ ମାଧ୍ୟମ କରି ଏଭଳି ଜଘନ୍ୟ ଅପରାଧ ଘଟାଇଛନ୍ତି । ଏନେଇ ଆମେ ସାଇବର ଥାନାରେ ଏତଲା ଦେଇଛୁ ।

ଏହାପରେ ମନ୍ତ୍ରୀ ଅଧ୍ୟାପକ ମାନଙ୍କୁ ଧନ୍ୟବାଦ ଜଣାଇଛ କହିଛନ୍ତି ଯେ ପିଲାଙ୍କ ଭବିଷ୍ୟତ ପାଇଁ ଅଧ୍ୟପକ ମାନେ ନିଜ ଜିଦ୍ରୁ ବାହରି ପରୀକ୍ଷାରେ ସହେଯାଗ କରିଛନ୍ତି । ଏନେଇ ତାଙ୍କୁ ଧନ୍ୟବାଦ । ଆଜିଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହୋଇଛି ଏବଂ ସୁରୁଖୁରୁରେ ଚାଲିଛି ।

Leave a Reply

Your email address will not be published. Required fields are marked *