Pratidin TV

Odisha's Digital News Platform

ଚମ୍ପୁଆରେ ଗର୍ଜିଲେ ସନା ମହାକୁଡ୍ , କହିଲେ୧୦ ବର୍ଷ ହେଲା ବିରୋଧିଙ୍କ ନିଦ ଭାଙ୍ଗୁନଥିଲା …

ଚମ୍ପୁଆରେ ଗର୍ଜିଲେ ସନା ମହାକୁଡ୍ , କହିଲେ୧୦ ବର୍ଷ ହେଲା ବିରୋଧିଙ୍କ ନିଦ ଭାଙ୍ଗୁନଥିଲା …ଚମ୍ପୁଆରେ ବିରୋଧିଙ୍କ ଉପରେ ଗର୍ଜିଲେ ସନା ମହାକୁଡ୍ । କହିଲେ ୧୦ ବର୍ଷ ହେଲା କେଉଁଠି ଥିଲା ବିଜେପି ? ଆଜି ନବୀନ ସରକାର ବିଜୁଳି ଛାଡ୍ କରିବ ପରେ ନୂଆ ନୂଆ ଲାଳସା ଦେଖାଉଛି ସାଧାରଣଙ୍କୁ । ଗରିବଙ୍କ ପାଇଁ ଗରିବଙ୍କ ସାଙ୍ଗରେ ସବୁବେଳେ ରହିଛନ୍ତି ନବୀନ । ଗରିବ ମାନଙ୍କୁ ଭଲ ଚିକିତ୍ସା ଦେବା ପାଇଁ ବିଏକେୱାଇ ମାଧ୍ୟମରେ ବଡ ବଡ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇପାରୁଛନ୍ତି । ଓଡିଶାର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି କେବଳ ନବୀନ ବାବୁଙ୍କ ପାଇଁ…

Leave a Reply

Your email address will not be published. Required fields are marked *