Pratidin TV

Odisha's Digital News Platform

ଶୋଏବ ମଲିକଙ୍କ ସହ ଛାଡପତ୍ର ପରେ ସାନିଆ ମୀର୍ଜାଙ୍କର ପ୍ରଥମ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ।

1 min read

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଶୋଏବ ମଲ୍ଲିକଙ୍କ ସହ ଛାଡପତ୍ର ପରେ ପ୍ରଥମ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି |ସାନିଆ ମିର୍ଜା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ମିରର ସାମ୍ନାରେ ଠିଆ ହୋଇଛନ୍ତି। ଏହି ଫଟୋରେ କ୍ୟାପସନରେ ଲେଖିଛନ୍ତି ‘ପ୍ରତିଫଳନ’। ପାକିସ୍ତାନ ପୂର୍ବ କ୍ରିକେଟ ଟିମର ପୂର୍ବଟାଣ ଅଧିନାୟକ ଶୋଏବ ମଲିକଙ୍କୁ ଛାଡପତ୍ର ଦେବା ପରେ ସନିଆ ମିର୍ଜାଙ୍କର ପ୍ରଥମ ପୋଷ୍ଟ । ପରେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ତୃତୀୟ ବିବାହକରିଛନ୍ତି । ଶୋଏବ ମଲିକ ତାଙ୍କ ବିବାହ ଫଟୋ ସେଆର ସେତେବେଳେ କଲେ ଯେତେବେଳେ ଶୋଏବ ଏବଂବି ସାନିଆଙ୍କ ମଧ୍ୟରେ ଛାଡପତ୍ର ବିଷୟରେ ଗୁଜବ ଶୁଣିବାକୁ ମିଳୁଥିଲା।

ଶୋଏବ ମଲିକ ତାଙ୍କର ତୃତୀୟ ବିବାହ ବିଷୟରେ ସୂଚନା ସାର୍ବଜନୀନ କରିବା ପରେ ସାନିଆ ମିର୍ଜାଙ୍କ ପରିବାର ସୋସିଆଲ ମିଡିଆରେ ନିଶ୍ଚିତ କରିଥିଲେ ଯେ ସେ ଏବଂ ଶୋଏବ କିଛି ମାସ ପୂର୍ବରୁ ଛାଡପତ୍ର ହୋଇସାରିଛି।

Advertisement

ଶୋଏବ ମଲିକଙ୍କ ତୃତୀୟ ବିବାହ ପରେ ସାନିଆଙ୍କ ପରିବାର ବୟାନ ଜାରି କରିଥିଲେ ଯେ ସାନିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବଦା ଜନସାଧାରଣଙ୍କ ଆଖିରୁ ଦୂରେଇ ରଖିଥାନ୍ତି। କିନ୍ତୁ ତାଙ୍କର ଆଜି ଏହା କହିବା ଜରୁରୀ ଅଟେ କି ସେମାଙ୍କର କିଛି ମାସ ପୂର୍ବରୁ ଛାଡପତ୍ର ହୋଇସାରିଛି। ପୁଣି ସେପଟେ ସନିଆ ଶୋଏବଙ୍କୁ ତାଙ୍କ ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବୟାନ ଅନୁଯାୟୀ, ତାଙ୍କ ଏହି ଜୀବନର ସଂବେଦନଶୀଳ ରାସ୍ତାରେ , ସବୁ ଫ୍ୟାନ୍ସ ଓ ଶୁଭଚିନ୍ତକଙ୍କୁ ଅନୁରଧ କରିବାକୁ ଚାହୁଁଛି ସେ କାହା ବ୍ୟକ୍ତିଗତ ଜୀବନରେ ନ ପସନ୍ତୁ ଆଉ ତାଙ୍କ ବ୍ୟକ୍ତିଗତ ଜୀବନରେ ଆବଶ୍ୟକ ଭାବେ ସଂମାନ କରନ୍ତୁ।

ସାନିଆ ମିର୍ଜା ଏବଂ ଶୋଏବ ମଲିକାଙ୍କ ମଧ୍ୟରେ ତିକ୍ତତା କିଛି ଦିନ ହେବ ଦେଖାଯାଇଛି । ଏହି ଯୋଡିଙ୍କର ଛାଡ଼ପତ୍ର ବିଷୟରେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏହା ପରେ ମଧ୍ୟ ସେମାନେ ଏକ ସାଙ୍ଗରେ ଏହାହିଁ ଗୁଜବକୁ ଦୂର କରିବାକୁ ଗୋଟେ ସମୟରେ ଚେଷ୍ଟା ମଧ୍ୟ କରିଥିଲେ। ଶୋଏବ ମଲିକ ଏବଂ ସାନିଆ ମିର୍ଜା ଏପ୍ରିଲ ୨୦୧୦ ରେ ହାଇଦ୍ରାବାଦରେ ବିବାହ କରିଥିଲେ। ଏହାଗୀ ଗୁଜବର ଖବର ସେତେବେଳେ ଅଧିକ ବଢ଼ିଲା ଯେତେବେଳେ ମଲିକ ଇନଷ୍ଟାଗ୍ରାମରେ ୩୭ବର୍ଷୀୟ ସଂନିଆ ମୀର୍ଜାଙ୍କୁ ଅନଫଲୋ କରିନଥିଲେ। ସାନିଆ ଓ ଶୋଏବଙ୍କର ଜଣେ ୫ ବର୍ଷର ପୁଅ ଇଯାନ ଅଛି। ଯିଏ ବର୍ତ୍ତମାନ ସନିଆ ମିର୍ଜାଙ୍କ ରହୁଛି।

ମିର୍ଜା ନିକଟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ବ୍ୟକ୍ତିଗତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି କହିଛନ୍ତି, ବିବାହ କଠିନ ଅଟେ, ଛାଡ଼ପତ୍ର କଠିନ ଅଟେ, ନିଜର କଠିନ ବାଛ। ଧାର ରେ ରହିବ ମଧ୍ୟ କଠିନ ଅଟେ। ଆର୍ଥିକ ଭାବେ ଅନୁଶାସିତ ମଧ୍ୟ କଷ୍ଟ ଅଟେ। ନିଜ କଠିନତା ବାଛ। କଥାବାର୍ତ୍ତା ନ କରିବା କଠିନ ଅଟେ। ଜୀବନ ଏତେ ସହଜ ନୁହେଁ। ମୁଁ ସଦାବେଳେ କଠୋର ରହିବି। କିନ୍ତୁ ନିଜ କଠିନତା ନିଜେ ବାଛି ପାରିବା। ବୁଦ୍ଧିମାନର ସହ ବାଛିବା ।

Leave a Reply

Your email address will not be published. Required fields are marked *