Pratidin TV

Odisha's Digital News Platform

ବିଜେଡିର ବଡ ଘୋଷଣା , ନବୀନ ଖୋଲିଦେଲେ ଶଙ୍ଖଭବନ, ବାତ୍ୟାରେ ମିଳିବ ସବୁ ସାହାଯ୍ୟ

1 min read

ବାତ୍ୟା ଦାନାକୁ ନେଇ ବିଜେଡି କଲା ବଡ ଘୋଷନା । ନବୀନ ଖୋଲିଦେଲେ ଶଙ୍ଖ ଭବନ । ଶଙ୍ଖଭବନରୁ ବାତ୍ୟା ପୀଡିତାଙ୍କୁ ମିଳିବ ସବୁ ସହ।ୟତା । ଏନେଇ ଆଜି ଏକ ପ୍ରେସମିଟ୍ କରି ହେଲଲାଇନ୍ ନଂ ଜାରି କରିଛନ୍ତି ବିଜେଡି କର୍ମୀ । ବିଜେଡି ସୁପ୍ରିମୋ ଆଗରୁ ଥିଲେ ଏବେବି ସାଙ୍ଗରେ ଅଛନ୍ତି ବୋଲି କହିଛନ୍ତି ବିଜେଡି କର୍ମୀ । ସାଙ୍ଗ ହୋଇ ଏ ପରିସ୍ଥିତି ସହ ଲଢିବା । ଆଉ ଆମେ ୨୪ ଘଣ୍ଟା ଶଧଙ୍ଖ ଭବନରେ ଆପଣଙ୍କ କଲ୍‌କୁ ଅନାଇ ବସିବୁ କିଛିବି ଅସୁବିଧା ହେଲେ ଆପଣଙ୍କ ଫୋନ କଲା ପାଇଁ ଆମେ ତୁରନ୍ତ ପହଞ୍ଚିବୁ ।

Advertisement

Leave a Reply

Your email address will not be published. Required fields are marked *