Pratidin TV

Odisha's Digital News Platform

ରାଉରକେଲା ଆସନରେ ବିଜେଡିର ବିଜୟ, ବାଜି ମାରିଲେ ସାରଦା ..

ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ରାଜ୍ୟର ହଟସିଟ କୁହାଯାଉଥିବା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ। ବିଜେଡି ପ୍ରାର୍ଥୀ ସାରଦା ନାୟକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କୁ ୩୫୫୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସାରଦା ଙ୍କୁ ମୋଟ ୬୪ ହଜାର ୬୬୦ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୬୧ ହଜାର ୧୦୮ ଖଣ୍ଡ ଭୋଟ ମିଳିଛି  

Leave a Reply

Your email address will not be published. Required fields are marked *