Pratidin TV

Odisha's Digital News Platform

ଚର୍ଚ୍ଚାରେ ସତ୍ୟଜିତଙ୍କ ବାଲିଯାତ୍ରା କ୍ରେଜ୍ , ମୁଣ୍ଡରେ ଆଙ୍କିଲେ i love ବାଲିଯାତ୍ରା ..

1 min read

କଟକ : ଚାଲିଛି ବାଲିଯାତ୍ରା । ଏହାକୁ ନେଇ ସମସ୍ତେ ଉତ୍ସାହିତ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଆସୁଛନ୍ତି ବାଲିଯାତ୍ର ବୁଲିବାକୁ । ତେବେ ବାଲିଯାତ୍ରାକୁ ନେଇ ଏଭଳି କ୍ରେଜ ମଧ୍ୟ ଦେଖିବାକୁ ମିଳିଛି ସତ୍ୟଜିତ୍ ବାରିକ ନାମକ ଜଣେ ବାଳକଙ୍କ ମୁଣ୍ଡରେ । ସେ ତାଙ୍କ ମୁଣ୍ଡ ରେ ନିଜର ହେୟାର ଷ୍ଟାଇଲ ମାଧ୍ୟମରେ ବାଲିଯାତ୍ରା ର ବୋଇତ ତୋରଣ କୁ ସ୍ଥାନିତ କରିବା ସହ i love ବାଲିଯାତ୍ରା ମଧ୍ୟ ଲେଖିଛନ୍ତି ।

ଏହିଭଳି ହେୟାର ଷ୍ଟାଇଲ ତାଙ୍କ ବାପା ତାକୁ କରି ଦେଇଛନ୍ତି ବୋଲି ସତ୍ୟ କହିଛନ୍ତି । ତେବେ ସତ୍ୟ ଙ୍କ ଏହି ହେୟାର୍ ଷ୍ଟାଇଲ ଯେ କେହି ବି ଦେଖୁଚି ସେ କିଛି ସମୟ ପାଇଁ ଅଟକି ଯାଇ ଦେଖୁଚି ଓ ଏହାର ପ୍ରଶଂସା ମଧ୍ୟ କରୁଚି । ଯେତେବେଳେ ଏହି ଚୁଟି କଟା ବାବଦ ରେ କେହି କିଛି ପଚାରୁଛନ୍ତି ତାକୁ ମଧ୍ୟ ଖୁସି ଲାଗୁଚି ।

Advertisement

Leave a Reply

Your email address will not be published. Required fields are marked *