Pratidin TV

Odisha's Digital News Platform

ଏସସିବି ମେଡିକାଲରେ ଲାଞ୍ଚ ନେଇ ,ଧରାପଡିିଲେ ୨ କର୍ମଚାରୀ

1 min read

ଭୁବନେଶ୍ୱର : କଟକ ବଡ ମେଡିକାଲରେ ରୋଗୀଙ୍କ ଲମ୍ବା ଭିଡ ଯୋଗୁ ପ୍ରତ୍ୟକଦିନ ଦେଖାଦେଉଛି ଅନେକ ପ୍ରକାରର ସମସ୍ୟା । ତେବେ ଆଜି ଏକ ନିମ୍ନ ମାନର କାର୍ଯ୍ୟ ଦେଖିବାକୁ ମିଳିଛି ସେଠାରେ । ଲମ୍ବା ଧାଡିର ଫାଇଦା ଡଠାଇ ରୋଗୀଙ୍କର ଶ୍ରୀଘ୍ର ଟେଷ୍ଟ କରେଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ମଙ୍ଗଳାବାଗ ପୋଲିସ ।

ସୂଚନା ଅନୁଯାୟୀ ଏସସିବିର ଜଣେ କର୍ମଚାରୀ ଓ ଆଉ ଜଣେ ସିକୁରିଟି ଗାର୍ଡ ରୋଗୀଙ୍କର ଶ୍ରୀଘ୍ର ଅଲ୍‌ଟ୍ରା ସାଉଣ୍ଡ କରାଇଦେବାକୁ ୧୪ ଶହ ଲାଞ୍ଚ ନେଉଥିବା ସମୟରେ ଟଙ୍କା ସହ ୨ ଜଣଙ୍କୁ ଧରିଥିଲା ପୋଲିସ । ଏହାପରେ ସେମାନଙ୍କୁ ପଚରାଉଚରା ସହ ଜେରା କରା୍‌ାଇଥିବା ସୂଚନା ମିଳୁଛି ।

Advertisement

Leave a Reply

Your email address will not be published. Required fields are marked *