Pratidin TV

Odisha's Digital News Platform

SCB ରେ ଅବ୍ୟବସ୍ଥା ; କଟିଗଲା ଲାଇନ୍ , ଟର୍ଚ୍ଚଲାଇଟ୍‌ରେ ରୋଗୀକୁ ଦିଆଗଲା ସାଲାଇନ୍ …

1 min read

କଟକ ; କଟକ SCB ମେଡ଼ିକାଲ ରେ ସକାଳୁ ୭ ଟା ରୁ ବିଭିନ୍ନ ବିଭାଗ ରେ କରେଣ୍ଟ ନାହିଁ,ଯାହା ଫଳ ରେ ଅନେକ ରୋଗୀ ଓ ଆଟେନାଣ୍ଟ ହଇରାଣ ହନ୍ତ ସନ୍ତ ହେଉଛନ୍ତି । ଏବେ ପର୍ଯ୍ୟନ୍ତ କରେଣ୍ଟ ନାହିଁ ବିଭିନ୍ନ ବିଭାଗ ରେ, ମେଡ଼ିସିନ ବିଭାଗ, ସ୍ପାଇନାଲ ଇଂଜୁରୀ, ମର୍କ ହାଉସ,ପୋଷ୍ଟମେଟ ବିଭାଗ ଇତ୍ୟାଦି ସ୍ଥାନରେ ବିଦ୍ୟୁତ୍ ନାହିଁ ।

ମୋବାଇଲ ଲାଇଟ ମାରିକି ମେଡ଼ିସିନ ବିଭାଗ ରେ ରୋଗୀଙ୍କୁ ଇଂଜେକସନ ଦିଆ ଯାଉଥିବା ବେଳେ ଟର୍ଚ୍ଚ ଲାଇଟ୍ ସାହାର୍ଯ୍ୟରେ ସାଲାଇନ୍ ଦିଆଯାଉଛି ।ଏଥିରୁ ଏସିବି କତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ୱହୀନତା ସାମ୍ନାକୁ ଆସିଛି ।

Advertisement

Leave a Reply

Your email address will not be published. Required fields are marked *