Pratidin TV

Odisha's Digital News Platform

୧୫ ଟନ୍ ଗୋମାଂସ ସହ କଣ୍ଟେନର ଜବତ….

ଖୋର୍ଦ୍ଧା ; ବିଳମ୍ବିତ ରାତିରେ ଜଙ୍କିଆ ପୋଲିସ ୧୬ ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ସ୍ଥିତ ଏକ ପ୍ରେଟ୍ରୋଲ ପମ୍ପ ନିକଟରୁ ଏକ ଗୋମାଂସ ବୋଝେଇ ଏକ କଣ୍ଟେନରକୁ ଜଙ୍କିଆ ପୋଲିସ ଜବତ କରିଛି । ଗିରଫ ଭୟରେ ଗାଡିଛାଡି ଚାଳକ ଜଣକ ଫେରାର ହୋଇଥିବା ଜଣାପଡ଼ିଛି ଏନେଇ ୪୪୮/୨୩ ରେ ଏକ ମୋକଦମା ରୁଜୁକରି ତଦନ୍ତ ଚାଲୁଥିବା ଜଙ୍କିଆ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାଇ ଏହି ଗୋମାଂସ ବୋଝେଇ ଟ୍ରକ ଟି ତିଗିରିଆ ରୁ ହାଇଦ୍ରାବାଦ ଯାଉଥିଲା ଖବର ପାଇ ଗାଡିଟିକୁ ଜବତ କରାଯାଇଛି ଏବଂ ସ୍ଥାନୀୟ ପଶୁ ଚିକିତ୍ସକ ଡ ଗାୟିତ୍ରୀ ଖୁଣ୍ଟିଆକୁ ଜଣାଇ ଏହା ଟେଷ୍ଟ ନିମନ୍ତେ ଲାବ୍ରୋଟୋରି କୁ ପଠାଯାଇଛି।

Leave a Reply

Your email address will not be published. Required fields are marked *