Pratidin TV

Odisha's Digital News Platform

ଶେଷ ମୁହୂର୍ତ୍ତଯାଏ ମେଣ୍ଟ ଗୋପନ ରହିବ , ନହେଲେ କଂଗ୍ରେସ ଫାଇଦା ଉଠାଇବ – ସିନିୟର ଜର୍ନାଲିଷ୍ଟ ପ୍ରଶନ୍ନ ମହାନ୍ତି ।

1 min read

ବର୍ତ୍ତମାନ ସୁଦ୍ଧା ମଧ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ ଜାରି ରହିଛି । ଏଭୟ ବିଜେପି ବିଜେଡିର ଏହା ରଣନୀତି । ମେଣ୍ଟ ହେବ ତାକୁ ଗୋପନ ରଖାଯାଉଛି ବୋଲି କହିଛନ୍ତି ସିନିୟର ସାମ୍ବାଦିକ ପ୍ରଶନ୍ନ ମହାନ୍ତି । କାରଣ କଂଗ୍ରେସ ଫାଇଦା ନେଇଯିବ ବୋଲି ଉଭୟ ଦଳ ମେଣ୍ଟକୁ ଲୁଚାଇ ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *