Pratidin TV

Odisha's Digital News Platform

ଭୟଙ୍କର ଦୁର୍ଘଟଣା ; ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ସରକାରୀ ବସ୍

1 min read

କୋରାପୁଟ: ଭାରସାମ୍ୟ ହରାଇ ଦୋକାନ ଭିତରକୁ ପସିଲା ଯାତ୍ରୀବାହି ସରକାରୀ ବସ୍ । ମୃତ୍ୟୁ ମୂଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ସୂଚନା ଅନୁସାରେ କଳାହାଣ୍ଡି ରୁ ଜୟପୁର ଅଭିମୁଖେ ଆସୁଥିବା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ରଣ୍ଡାପାଲି ଗ୍ରାମରେ ବସ୍ ର ଯାନ୍ତ୍ରିକ ତ୍ରୁଟି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନକୁ ପିଟିଦେଇଥିଲା । ଯାହା ଫଳରେ ବସର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କିନ୍ତୁ ସୌଭାଗ୍ୟ ବସତ ବସରେ ଥିବା ଯାତ୍ରୀ ମାନଙ୍କ କୌଣସି କ୍ଷୟ କ୍ଷତି ହୋଇନଥିବା ଜଣା ପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *