Pratidin TV

Odisha's Digital News Platform

ବଣ୍ଡା ଘାଟିରୁ ଖସି ଜଳିଗଲା ଟ୍ରାକ୍ଟର , ୩ ଗୁରୁତର …

1 min read

ମାଲକାନାଗିରି ; ମାଲକାନାଗିରିରେ ଭୟଙ୍କର ଦୁର୍ଘଟଣା । ଘାଟିରୁ ଖସି ଜଳିଗଲା ଟ୍ରାକ୍ଟର । ସୂଚନା ଅନୁଯାୟୀ ଆଜି ସକାଳ ୯ ଟା ସମୟରେ ବଣ୍ଡା ଘାଟିରୁ ଖଇର ପୁଟା ଯିବା ରାସ୍ତା ରେ ଭୟଙ୍କର ଦୁର୍ଘଟଣା ଘଟିଛି । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଘାଟିକୁ ଖସିପଡିଛି ଫଳରେ ଏଥିରେ ଡ୍ରାଇଭର ସହ ୨ ଜଣ ଗୁରୁତର ଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ପ୍ରଥମେ ମାଲକାନାଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକମେଡିକାଲ କୁ ସ୍ଥାନନ୍ତ ର କରାଯାଇଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *