Pratidin TV

Odisha's Digital News Platform

(video)ରାଜନୀତିରେ ଜୋର ଧରିଛି ଶ୍ରୀମୟୀଙ୍କ ଚର୍ଚ୍ଚା , ଏଥର ସାଂସଦ ହେବା ସ୍ୱପ୍ନ ହେବତ ପୂରଣ ?

1 min read

õବିଜୁ ଜନତା ଦଳର ଆଉ ବାକି ଅଛି ମାତ୍ର ୬ଟି ଟିକେଟ୍ । କାହା ନା ଘୋଷଣା କରିବ ଦଳ ? ଅପରାଜିତାଙ୍କ ବିପକ୍ଷରେ ଦଳ ଶ୍ରୀମୟୀଙ୍କୁ ଛିଡା କରିବା ନେଇ ଯେଉଁ ପ୍ରଚାର ହେଉଥିଲା ସେଥିରେ ଫୁଲଷ୍ଟପ୍ ପକାଇଛନ୍ତି ମନ୍ମଥ । କାରଣ ଭୁବନେଶ୍ୱରରୁ ଦଳ ଅପରାଜିତାଙ୍କ ବିପକ୍ଷରେ ମନ୍ମଥ ରାଉତରାୟଙ୍କୁ ଟିକେଟ୍ ଦେଇଛି । ଯାହା ପରଠୁ ଟିକେ ଅସନ୍ତୁଷ୍ଟ ଅଛନ୍ତି ଶ୍ରୀମୟୀଙ୍କ ପ୍ରଶଂସକ । ତେବେ ଆଗକୁ ବାଜି ଖେଳିବ ଶ୍ରୀମୟୀଙ୍କ ଭାଗ୍ୟ । ମିଳିବ ତ ସାଂସଦ ଟିକେଟ୍ ।

Advertisement

Leave a Reply

Your email address will not be published. Required fields are marked *