Pratidin TV

Odisha's Digital News Platform

ଶୁଭଲକ୍ଷ୍ମୀ ମୃତ୍ୟୁରେ ନୂଆ ଖୁଲାସା ; ରମାଦେବୀର ଛାତ୍ରୀ ନୁହଁନ୍ତି ଶୁଭଲକ୍ଷ୍ମୀ , ତେବେ ସେ କେଉଁ କଲେଜରେ ପଢୁଥିଲେ ପାଠ ?

1 min read

ଭୁବନେଶ୍ୱର ; ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କର ଦୀପାଳି ବାରରରେ ମୃତ୍ୟୁ ମାମଲା । ଫିଟିଛି ବଡ ଗୁୁମର । ରମାଦେବୀ ଜୁନିୟର ପ୍ରିନ୍ସପାଲ / ଅଧକ୍ଷା ଦେଲେ ବଡ ବୟାନ । କହିଲେ ଶୁଭଲକ୍ଷ୍ମୀ ନାମରେ ଆମ କଲେରେ କୌଣସି ଛାତ୍ରୀଙ୍କ ରେକର୍ଡ ନାହିଁ । ନା କଳା , ନା ବାଣିଜ୍ୟ ନାହିଁ ବିଜ୍ଞାନ । ତା ଛଡା ଶୁଭଲକ୍ଷ୍ମୀଙ୍କ ବାପାଙ୍କୁ କଲେଜ ତରଫରୁ ଆଡମିଶନ ରସିଦ୍ ମାଗିଥିଲେ ମଧ୍ୟ ତାହା ତାଙ୍କ ପାଖରେ ନଥିଲା । ତେଣୁ ରମାଦେବୀ କଲେଜ ନାଁକୁ ଅଯଥାରେ ବଦନାମ୍ କରାଯାଉଛି ବୋଲି କହିଛନ୍ତି ରମାଦେବୀ କଲେଜ୍ ଅଧକ୍ଷା ଉର୍ମିଳା ଦାସ୍ ।

ତେବେ ଶୁଭଲକ୍ଷ୍ମୀ କେଉଁ କଲେଜର ଛାତ୍ରୀ ଥିଲେ ତାହା ବର୍ତ୍ତମାନ ଏକ ରହସ୍ୟ ଘେରରେ । କେମିତି ଶୁଭଲକ୍ଷ୍ମୀଙ୍କ ବାପା ମା’ ଜାଣିନାହାନ୍ତି ଝିଅ କେଉଁଠି ପଢୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *