Pratidin TV

Odisha's Digital News Platform

(video)ବିଶ୍ୱକପ୍ ଛଡାଇନେଇଛି ଶୁବମନ୍‌ଙ୍କ ନିଦ ; ରାତିରେ ଶୋଇ ପାରୁନାହନ୍ତି ଓପନର୍ …

1 min read

ନୂଆଦିଲ୍ଲୀ ; ବିଶ୍ୱକପ୍ ହରାଇ ରାତିରେ ଶୋଇପାରୁନାହାନ୍ତି କ୍ରିକେଟର । ଚଳିତ ବର୍ଷ ଇତିହାସ ବଦଳାଇବାକୁ ପଡିଆକୁ ଓହ୍ଲାଇଥିବା ରୋହିତ୍ ବାହିନୀର ଆଶା ଆଶାରେ ରହିଯାଇଛି । ଭାଙ୍ଗିଯାଇଛି ମନ ଆଉ ଧୂଳିସାତ୍ ହୋଇଯାଇଛି ବିଶ୍ୱକପ୍ ହାତେଇବାର ସ୍ୱପ୍ନ । ଆଉ ଏଭଳି ହାର୍ କୁ ସହଜରେ ଗ୍ରହଣ କରିପାରିନାହନ୍ତି ରୋହିତ୍ ବାହିନୀର ଯୂବ କ୍ରିକେଟର ତଥା ଓପନର ଶୁବମନ୍ ଗିଲ୍ । ନିକଟରେ ଶୁବମନ୍ ନିଜ ସୋସିଆଲ ମିଡିଆରେ କିଛି ଏଭଳି ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ଚାରିଆଡେ ଶୁବମନ୍ ଙ୍କ ଚର୍ଚ୍ଚା ଚାଲିଛି । ବିଶ୍ୱକପ୍ ହାରି ରାତିରେ ଶୋଇପାରୁନାହନ୍ତି ଶୁବମନ୍ ଗିଲ୍ । ସେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ …….

Advertisement

Leave a Reply

Your email address will not be published. Required fields are marked *