Pratidin TV

Odisha's Digital News Platform

କିଛି ଦିନ ପରେ ସରକାର ଲୋକଙ୍କୁ ଦରମା ଟଙ୍କା ଦେଇ ପାରିବେନି – ସିଦ୍ଧାର୍ଥ ରାଉତରାୟ ।

1 min read

ଓଡିଶାରୁ ଲୋକ ଦାଦନ ଖଟିବାକୁ ଯାଉଥିଲେ ଆଉ ଏବେବି ଯାଉଛନ୍ତି , ଆଉ ଆଗକୁ ଆହୁରୀ ଯିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ଓଡିଶାରେ ପରିବର୍ତ୍ତନ ନାହିଁ ଯେଉଁ ଓଡିଶା ଲୋକେ ବିହାର , ଗୁଜୁରାଟ , ବମ୍ବେ ଦିଲ୍ଲୀ ଯାଇ ଖଟୁଛନ୍ତି । ଯଦି ସେମାନେ ଓଡିଶାରେ ଖଟିବେ ନିଜ ରାଜ୍ୟର କମ୍ପାନୀ ପାଇଁ କାମ କରିବେ ତେବେ ଓଡିଶାରେ ପରିବର୍ତ୍ତନ ହେବ । ମୋଦି ବୁଲି ବୁଲି ସବୁ ରାଜ୍ୟକୁ ନଂ ୧ କରିବାକୁ କହିଥିଲେ କିନ୍ତୁ କେତେ ରାଜ୍ୟକୁ ସେ ଏକା ସାଙ୍ଗରେ ୧ନଂ କରିବେ ? ଓଡିଶାରୁ ସବୁ ଖଣି ବିକା ହେଉଛି କିନ୍ତୁ ଲୋକେ କାଙ୍ଗାଳ ହେଇ ହେଇ ଯାଉଛନ୍ତି …

Advertisement

Leave a Reply

Your email address will not be published. Required fields are marked *