Pratidin TV

Odisha's Digital News Platform

ମୁଁ ନରେନ୍ଦ୍ର ମୋଦୀଙ୍କୁ ହରେଇବାକୁ ଭୋଟ ଦେଇଛି : ବଲକୌର ସିଂହ ..

1 min read

ଦିବଂଗତ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହ  ଗଣତନ୍ତ୍ର ର ମହାପର୍ବରେ ସାମିଲ ହୋଇଛନ୍ତି  । ସବୁ ଦୁଃଖକୁ ପଛରେ ପକାଇ ଦାୟିତ୍ୱବାନ ନାଗରିକ ହିସାବରେ ମତଦାନ କରିଛନ୍ତି  । ଭୋଟ ଦେଇ ସେ କହିଛନ୍ତି ସେ ଇଣ୍ଡିଆ ମେଣ୍ଟ ସପକ୍ଷରେ ଭୋଟ ଦେଇଛନ୍ତି । ଏବଂ ସେ କହିଛନ୍ତି  ଇଣ୍ଡିଆ ମେଣ୍ଟ ପାଇଁ ମୁଁ ଭୋଟ ଦେଇଛି , ଏମିତି କେବଳ ନରେନ୍ଦ୍ର ମୋଦି ହାରିବା ପାଇଁ ସେ ଭୋଟ ଦେଇଥିବା କହିଛନ୍ତି ।

ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଥିବା ତାଙ୍କ ମା’ ବାପା ପରିଣତ ବୟସରେ ମଧ୍ୟ ଏକ ନବଜାତକ ଶିଶୁର ମାତା-ପିତା ହେବାର ନିକଟରେ ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । 

Leave a Reply

Your email address will not be published. Required fields are marked *