Pratidin TV

Odisha's Digital News Platform

(ଭିଡିଓ)‘ଝିଅ ବରଂ ବିବାହ ନକରୁ କିନ୍ତୁ ଗୋଟେ ମଦୁଆକୁ ଝିଅ ଦିଅନ୍ତୁ ନାହିଁ ’– ବିନ୍ଦୁଜା ଉପାଧ୍ୟାୟ ,ସମାଜସେବୀ

1 min read

ଭୁବନେଶ୍ୱରେ : ରାଜ୍ୟରେ ମଦକୁ ନେଇ ପ୍ରତ୍ୟକ ଦିନ ଘଟିଯାଉଛି ଅନେକ ଦୁର୍ଘଟଣା । ତଥାପି ଓଡିଶାରେ ବନ୍ଦ ହେଉନି ମଦ । ଯୁବ ପିଢି ମଦ , ଡ୍ରଗ୍ସ,ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟର ଆଡିକ୍ଟ ହେଉଛନ୍ତି । ଯାହାର ଫଳ ସ୍ୱରୂପ ରାଜ୍ୟର ପ୍ରତ୍ୟକ ଘରେ ଅନ୍ୟାୟ,ଅତ୍ୟାଚାରର ଶିକାର ହେଉଛି ଗୋଟେ ନାରୀ । ଝିଅକୁ ବିବାହ କରୁଛ ଯଦି ଗୋଟେ ରିକ୍ସା ଡ୍ରାଇଭର,ଭିକାରି , ଦିନମଜୁରିଆଙ୍କୁ ପଛେ ଦିଅ କିନ୍ତୁ ଗୋଟେ ମଦୁଆ ହାତରେ ଦିଅ ନାହିଁ । କାରଣ ଜଣେ ମଦୁଆ ସହ ଆପଣଙ୍କ ଝିଅର କୌଣସି ଭବିଷ୍ୟାତ ନାହିଁ । ପ୍ରତ୍ୟକ ଦିନ ସେ ନର୍କ ଯନ୍ତ୍ରଣା ସହ ମରି ମରି ବଞ୍ଚିବ । ଜାଣନ୍ତୁ ଏମିତି କାହିଁ କହିଲେ ସମାଜସେବୀ ବିନ୍ଦୁଜା ।

Advertisement

Leave a Reply

Your email address will not be published. Required fields are marked *