Pratidin TV

Odisha's Digital News Platform

ବାପାଙ୍କ ସ୍ୱପ୍ନକୁ ପୂରଣ କଲା ଗେହ୍ଲାପୁଅ UPSC କ୍ରାକ୍ କରି ବାପାଙ୍କୁ ଦେଲା ବଡ଼ ସରପ୍ରାଇଜ୍‌

1 min read

ବାପାଙ୍କ ସ୍ୱପ୍ନକୁ ପୁରାଣ କଲା ଗେଲ୍ହା ପୁଅ | UPSC ପରୀକ୍ଷାରେ ଉତ୍ତୀର୍ଣ କରି ବାପାଙ୍କୁ ଦେଲା ବଡ଼ ସରପ୍ରାଇଜ | କଂଚାଇଙ୍କ ସହ ବସି ବାପା କରୁଥିଲେ ଲଞ୍ଚ | ହଠାତ ବାପା ଅଫିସରେ ପହଞ୍ଚିଲା ପୁଅ | ପୁଅ ଯାଇ କହିଲା ବଡ଼ ଅଫିସର ଆସିଲେ ଆପଣ ମାନେ ଛିଡା ହେବେ ନାହିଁ ? ଏହି କଥା ପଦକ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କିନ୍ତୁ ବାପା ପୁଅର କଥା ବୁଝିଯାଇଥିଲେ | ଏବଂ ଖାଇବାରୁ ଉଠି ପୁଅକୁ କୁଣ୍ଢେଇ ପକାଇଥିଲେ | କାରଣ ସେ ଜାଣିସାରିଥିଲେ ତାଙ୍କ ପୁଅ ଏବେ ବଡ଼ ଅଫିସର ହୋଇସାରିଛି |

ତେବେ UPSC ପରୀକ୍ଷା ଉତ୍ତୀର୍ଣ କକରିଥିବା ଯୁବକ ଜଣକ ହେଉଛନ୍ତି ଖିତିଜ ଗୁରୁଭେଲା | ଏବଂ ପରୀକ୍ଷାରେ ମାରିଛନ୍ତି ବାଜି | ଯିଏ କି ଅଲ ଇଣ୍ଡିଆ ୪୪୧ ରାଙ୍କରେ ରହିଛନ୍ତି | ତେବେ ସେ ଉତ୍ତୀର୍ଣ ହେବା ଖବର ପାଇବା ପରେ ତୁରନ୍ତ ଦୌଡ଼ି ଚାଲିଯାଇଥିଲେ ବାପା ଅଫିସ | ଏବେ ବାପା ଖବର ଶୁଣି ଖୁସିରେ ପୁଅକୁ କୁଣ୍ଢାଇ ପକାଇଥିଲେ | ତେବେ ତାଙ୍କର ଏହି ଖୁସି ମୁହୂର୍ତର ଭିଡ଼ିଓ ସୋସିଆଲ ମିଦୀରେ ହୋଇଥଟିଲା ଭାଇରାଲ | ସେଥିରେ ଦଦେଖିବାକୁ ମିଳିଥିଲା ବାପା ପୁଅର ସଫଳତରେ ଭବନରେ ଗଦଗଦ ହୋଇଯାଇଛନ୍ତି ବାପା |

Leave a Reply

Your email address will not be published. Required fields are marked *