Pratidin TV

Odisha's Digital News Platform

ଘସିପୁରରେ ସ୍ୱାଧୀନର ଟ୍ରେଣ୍ଡ , ବିଜେଡିକୁ କାଟି ଆଗରେ ଗଢୁଛି ସୌମ୍ୟଙ୍କ ଅଟୋ ।

1 min read

ଟ୍ରେଣ୍ଡ ସହ ବଦଳୁଛି ଅଙ୍କ । ଏହି ଟ୍ରେଣ୍ଡ ସମୟ ଗଡିବା ସହ ବଦଳୁଛି । ଆଉ ପ୍ରାର୍ଥୀ ସହ ଜନସାଧାରଣଙ୍କ ମନରେ କେଉଁଠି ଚିନ୍ତା ବଢାଉଛି ତ କେଉଁଠି ଖୁସି ଆଣୁଛି । ତେବେ ଘସିପୁରରେ କିନ୍ତୁ ସ୍ୱାଧିନ  ପାର୍ଥୀ ସୌମ୍ୟଙ୍କ ଟ୍ରେଣ୍ଡ ଜୋର ଧରିଛି । ୩ୟ ରାଉଣ୍ଡ ସୁଦ୍ଧା ସୌମ୍ୟ ରଞ୍ଜନ ୬୮୫ ଭୋଟରେ ଆଗୁଆ ଥିବା ବେଳେ ବିଜେଡି ଗଡରେ ସୌମ୍ୟଙ୍କ ସ୍ୱାଧୀନ ଅଟୋ ଗଡିଛି ।

Advertisement

Leave a Reply

Your email address will not be published. Required fields are marked *