Pratidin TV

Odisha's Digital News Platform

ପ୍ରତୀକ ସିଂହଙ୍କ ସ୍ଥାନ ନେଲେ ଏସପି ପିନାକ ମିଶ୍ର , ପ୍ରମୋସନ ବଦଳରେ ମିଳିଲା ତଳ ପୋଷ୍ଟ …

1 min read

ୱାଇ. ବି ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ଆଜି ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସହିତ ବହୁ ଜିଲ୍ଲାର ଏସ୍‌ପିଙ୍କର ହୋଇଛି ବଦଳି । କୁହାଯାଇଛି କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଭୁବନେଶ୍ବର ଡିସିପି ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା IPS ପ୍ରତୀକ ସିଂ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସ୍ଥାନରେ ପିନାକ୍‌ ମିଶ୍ର ହେଲେ ଭୁବନେଶ୍ବରର ନୂଆ ଡିସିପି । ପୁରୀ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ ପିନାକ ମିଶ୍ର । ଏବେ ତାଙ୍କୁ ଭୁବନେଶ୍ବରର ଡିସିପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ଏକାସାଙ୍ଗରେ ବଦଳିଛନ୍ତି

କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ପ୍ରତୀକ ସିଂହଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ନିଯୁକ୍ତ କରାଯାଇଛି । ଟ୍ୱିନ୍ ସିଟି ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂହ , ।

Advertisement

ବଦଳିଥିବା ଅଫିସର ମାନେ ହେଉଛନ୍ତି –

ବଦଳିଲେ ପୋଲିସ କମିସନର ସଞ୍ଜୀବ ପଣ୍ଡା

IPS ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିସନର

ସଞ୍ଜୀବ ପଣ୍ଡା ହେଲେ ADG ଟ୍ରେନିଂ, BPSPA ନିର୍ଦ୍ଦେଶକ

ଆର୍‌.ପି. କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ

ଜେଲ୍‌ ଡିଜି ହେଲେ ଏ.କେ. ରାୟ

କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର

ଅରୁଣ ବୋଥ୍ରା ହେଲେ ରୋଳବାଇ, ତଟସୁରକ୍ଷା ଏଡିଜି

ଆର.କେ ଶର୍ମା ହେଲେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ

ସନ୍ତୋଷ ବାଲା ହେଲେ ନିର୍ଦେଶକ ଏସଏଫଏସଏଲ

ପାରୁଲ ଗୁପ୍ତା ହେଲେ DIG କମ୍ପ୍ୟୁଟର

କେନ୍ଦ୍ରାଞ୍ଚଳ DIG ହେଲେ ଚରଣ ସିଂ ମୀନା

ବ୍ରିଜେଶ କୁମାର ରାୟ ହେଲେ ପଶ୍ଚିମାଞ୍ଚଳ DIG

ଅଖିଳେଶ ସିଂ ହେଲେ DIG ଅପରେସନ୍‌

ସତ୍ୟଜିତ ନାୟକ ପୂର୍ବାଞ୍ଚଳ DIG

ପ୍ରକାଶ ଆର୍‌ ହେଲେ DIG କ୍ରାଇମବ୍ରାଞ୍ଚ

ଦକ୍ଷିଣ ପଶ୍ଚିମାଞ୍ଚଳ DIG ହେଲେ ନୀତି ଶେଖର

ଦକ୍ଷିଣାଞ୍ଚଳ DIG ହେଲେ ସାର୍ଥକ ଷଡ଼ଙ୍ଗୀ

ପୋଲିସ ମୁଖ୍ୟାଳୟ ADG ହେଲେ ଦୟାଲ ଗଙ୍ଗୱାର

ଏସ୍‌ ସାଇନି ହେଲେ CAW & CW IG

ସଞ୍ଜୟ କୁମାର କୌଶଲ ହେଲେ ଭିଜିଲାନ୍ସ IG

ଦୀପକ କୁମାର ହେଲେ ହୋମଗାର୍ଡ ଓ ଅଗ୍ନିଶମ IG

ଜୟ ନାରାୟଣ ପଙ୍କଜ ହେଲେ IGP ଅପରେସନ୍

ଅନୁପ ସାହୁ ହେଲେ IGP ଟ୍ରେନିଂ BPSPA

ପିନାକ ମିଶ୍ର ହେଲେ ଭୁବନେଶ୍ବର DCP

ଏଲ୍‌ ଦିବ୍ୟା ଭି ହେଲେ ଭିଜିଲାନ୍ସ ଏସ୍‌ପି

ଜତିନ୍ଦ୍ର ପଣ୍ଡା ହେଲେ ଗଜପତି ଏସ୍‌ପି

ମିହିର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି

ଭବନୀ ଶଙ୍କର ଉଦ୍‌ଗାତା ଜଗତସିଂହପୁର ଏସ୍‌ପି

ରାମ ପ୍ରସାଦ ସାହୁ ହେଲେ ସୋନପୁର ଏସ୍‌ପି

ଅନୀଲ କୁମାର ମିଶ୍ର ହେଲେ ଦେବଗଡ଼ ଏସ୍‌ପି

ହରିଶ B.C ହେଲେ କନ୍ଧମାଳ ଏସ୍‌ପି

ୟସ୍‌ପ୍ରତାପ ଶ୍ରୀମାଲ ହେଲେ ଯାଜପୁର ଏସ୍‌ପି

ରୋହିତ ବର୍ମା ହେଲେ କୋରାପୁଟ ଏସ୍‌ପି

ଅଭିନବ ସୋନ୍‌କର ହେଲେ ଢେଙ୍କାନାଳ ଏସ୍‌ପି

ସୁଭେନ୍ଦୁ ପାତ୍ର ହେଲେ ଗଞ୍ଜାମ ଏସ୍‌ପି

ନାଗରାଜ ଦେଭରାକୋଣ୍ଡା ହେଲେ ବୌଦ୍ଧ ଏସ୍‌ପି

ରାଜ୍‌ ପ୍ରସାଦ ହେଲେ ବାଲେଶ୍ବର ଏସ୍‌ପି

ନୀତେଶ ୱାଢୱାନୀ ହେଲେ ରାଉରକେଲା ଏସ୍‌ପି

ଏସ୍‌ ସୁଶ୍ରୀ ହେଲେ ନୟାଗଡ଼ ଏସ୍‌ପି

ଶ୍ବାତି ଏସ୍‌ କୁମାର ହେଲେ ରାୟଗଡ଼ା ଏସ୍‌ପି

ସାଗରିକା ନାଥ ହେଲେ ଖୋର୍ଦ୍ଧା ଏସ୍‌ପି

ବରୁଣ ଗୁଣ୍ଟୁପାଲ୍ଲୀ ହେଲେ ମୟୂରଭଞ୍ଜ ଏସ୍‌ପି

ବିନୀତ ଅଗ୍ରୱାଲ ହେଲେ ପୁରୀ ଏସ୍‌ପି

ଡକ୍ଟର ଶ୍ରବଣ ବିବେକ ହେଲେ ବ୍ରହ୍ମପୁର ଏସ୍‌ପି

ରାହୁଲ୍‌ ଜୈନ୍‌ ହେଲେ ଅନୁଗୁଳ ଏସ୍‌ପି

ରାହୁଲ ପି.ଆର୍‌ ହେଲେ ଭିଜିଲାନ୍ସ SP

ପ୍ରତୀକ ସିଂହ ହେଲେ କଟକ ଗ୍ରାମାଞ୍ଚଳ ଏସ୍‌ପି

ଅନୁପମ ଜେମ୍ସ ହେଲେ ଭିଜିଲାନ୍ସ ଏସ୍‌ପି

ଏମ୍‌ ସନ୍ଦୀପ ସମ୍ପତ ହେଲେ ଭଦ୍ରକ ଏସ୍‌ପି

ଜଗମୋହନ ମୀନା ହେଲେ କଟକ ଡିସିପି

Leave a Reply

Your email address will not be published. Required fields are marked *