Pratidin TV

Odisha's Digital News Platform

ରାଷ୍ଟ୍ରପତି ଭବନରୁ ଚୋରୀ ହେଲା ବହି

1 min read

ନୂଆଦିଲ୍ଲୀ : ଶ୍ରୀଲଙ୍କା ଅର୍ଥନୈତିକ ସମସ୍ୟାକୁ ନେଇ ରାଷ୍ଟ୍ରପତି ଗୋଟବାୟାଙ୍କ ପଳାୟନ ପରେ, ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ସାମ୍ନାକୁ ଆସିଛି ଆଉ ଏକ ଦୃଶ୍ୟ ।ଗତକାଲିଠାରୁ ରାଷ୍ଟ୍ରପତି ଭବନ ଉପରେ ସମ୍ପୂର୍ଣ୍ଣ ଭାବେ କବଜାକରିଥିଲେ ବିକ୍ଷୋଭକାରୀ ।ତାପରେ ଲାଗିଥିଲା ଲମ୍ବା ଲାଇନ ରାଷ୍ଟ୍ରପତି ଭବନକୁ,ଲୋକେ ଧାଡିରେ ରହି ଜଣେ ଜଣେ କରି ବୋହିନେଇଯାଉଛନ୍ତି ରାଷ୍ଟ୍ରପତି ଭବନ ଲାଇବ୍ରେରୀର ବହିଗୁଡିକୁ । ଏହାସହ ସେମାନେ ରାଷ୍ଟ୍ରପତି ଭବନର ବିଭିନ୍ନ ସାମଗ୍ରୀ ଉପରେ ମଧ୍ୟ ନିଜର କବ୍ଚା ଦେଖାଇଛନ୍ତି ।ଯେଉଁଠାରେ ବଡ ବଡ ଭିଭିଆଇପି ରହୁଥିଲେ , ସେଠାରେ ଏବେ ସାଧାରଣ ଲୋକ ନିଜର ଅଧିପତ୍ୟ ଜାହିର କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *